ପ୍ରବଳ ବର୍ଷା, ସବୁ ଜିଲ୍ଲାକୁ ଆଲର୍ଟ

ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୪ ଜିଲ୍ଲା ଯାଜପୁର, ଜଗତସିଂହପୁର, କଟକ ଓ କେନ୍ଦ୍ରାପଡ଼ାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ। ବାକି ୨୬ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ସତର୍କତା ଜାରି କରିଛି।

ପ୍ରବଳ ବର୍ଷା, ସବୁ ଜିଲ୍ଲାକୁ ଆଲର୍ଟ
Array