ପ୍ରବଳ ବିରୋଧ ପରେ ମହାମଣ୍ଡଳେଶ୍ୱର ପଦରୁ ଇସ୍ତଫା ଦେଲେ ମମତା କୁଲକର୍ନୀ, ଦେଖନ୍ତୁ Video…
ନୂଆଦିଲ୍ଲୀ,୧୦।୨: ପୂର୍ବତନ ବଲିଉଡ ଅଭିନେତ୍ରୀ ମମତା କୁଲକର୍ନୀ କିନ୍ନର ଆଖଡ଼ାର ମହାମଣ୍ଡଳେଶ୍ୱର ପଦବୀରୁ ଇସ୍ତଫା ଦେଇଛନ୍ତି। ତାଙ୍କୁ ଏହି ପଦବୀ ଦିଆଯିବା ପରେ କିନ୍ନର ଆଖଡ଼ାରେ ପ୍ରବଳ ବିରୋଧ କରାଯାଇଥିଲା। ଏହାପରେ ସେ ଏହି ନିଷ୍ପତ୍ତି ନେଇଥିବା ନେଇ ଏକ ଭିଡିଓ ଜାରି କରି ଘୋଷଣା କରିଛନ୍ତି। ୧୦ କୋଟି ଟଙ୍କା ଦେଇ ଏହି ପଦବୀ ନେଇଥିବା ମମତା କୁଲକର୍ନିଙ୍କ ଉପରେ ଅଭିଯୋଗ ହୋଇଥିଲା। ଏହି କାରଣରୁ, ତାଙ୍କର ବିରୋଧ ଅଖାଡ଼ାରେ ହିଁ ଆରମ୍ଭ ହୋଇଗଲା। ତାଙ୍କୁ […] The post ପ୍ରବଳ ବିରୋଧ ପରେ ମହାମଣ୍ଡଳେଶ୍ୱର ପଦରୁ ଇସ୍ତଫା ଦେଲେ ମମତା କୁଲକର୍ନୀ, ଦେଖନ୍ତୁ Video… appeared first on Dharitri Odia News.
The post ପ୍ରବଳ ବିରୋଧ ପରେ ମହାମଣ୍ଡଳେଶ୍ୱର ପଦରୁ ଇସ୍ତଫା ଦେଲେ ମମତା କୁଲକର୍ନୀ, ଦେଖନ୍ତୁ Video… appeared first on Dharitri Odia News.
(@mamtakulkarniofficial____)