ପ୍ରଭୁ ଶ୍ରୀରାମଙ୍କ ଚମତ୍କାର ବାଲୁକା କଳା ପ୍ରଦର୍ଶନ କଲେ ସୁଦର୍ଶନ

ପୁରୀ,୧୭।୪: ଆଜି ସମଗ୍ର ଦେଶରେ ପବିତ୍ର ରାମ ନବମୀ ଧୂମଧାମରେ ପାଳନ କରାଯାଉଛି। ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ପ୍ରଭୁ ଶ୍ରୀରାମଙ୍କ ଏକ ଚମତ୍କାର କଳାକୃତି ପ୍ରସ୍ତୁତ କରିଛି। ଏହି ବାଲୁକା କଳା ଦେଖିବାକୁ ସମୁଦ୍ର ବେଳାଭୂମିରେ ଶହଶହ ପର୍ଯ୍ୟଟକଙ୍କ ଭିଡ଼ ଜମିଛି। ୨୦ ଫୁଟର ରାମଙ୍କ ଏହି ବାଲୁକା କଳାରେ ପ୍ରାୟ ୧୨ ଟନ ବାଲି ବ୍ୟବହାର କରାଯାଇଥିବା ସୁଦର୍ଶନ ସୂଚନା ଦେଇଛନ୍ତି। On the auspicious […] The post ପ୍ରଭୁ ଶ୍ରୀରାମଙ୍କ ଚମତ୍କାର ବାଲୁକା କଳା ପ୍ରଦର୍ଶନ କଲେ ସୁଦର୍ଶନ appeared first on Dharitri Odia News.

ପ୍ରଭୁ ଶ୍ରୀରାମଙ୍କ ଚମତ୍କାର ବାଲୁକା କଳା ପ୍ରଦର୍ଶନ କଲେ ସୁଦର୍ଶନ

ପୁରୀ,୧୭।୪: ଆଜି ସମଗ୍ର ଦେଶରେ ପବିତ୍ର ରାମ ନବମୀ ଧୂମଧାମରେ ପାଳନ କରାଯାଉଛି। ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ପ୍ରଭୁ ଶ୍ରୀରାମଙ୍କ ଏକ ଚମତ୍କାର କଳାକୃତି ପ୍ରସ୍ତୁତ କରିଛି। ଏହି ବାଲୁକା କଳା ଦେଖିବାକୁ ସମୁଦ୍ର ବେଳାଭୂମିରେ ଶହଶହ ପର୍ଯ୍ୟଟକଙ୍କ ଭିଡ଼ ଜମିଛି। ୨୦ ଫୁଟର ରାମଙ୍କ ଏହି ବାଲୁକା କଳାରେ ପ୍ରାୟ ୧୨ ଟନ ବାଲି ବ୍ୟବହାର କରାଯାଇଥିବା ସୁଦର୍ଶନ ସୂଚନା ଦେଇଛନ୍ତି।

The post ପ୍ରଭୁ ଶ୍ରୀରାମଙ୍କ ଚମତ୍କାର ବାଲୁକା କଳା ପ୍ରଦର୍ଶନ କଲେ ସୁଦର୍ଶନ appeared first on Dharitri Odia News.