ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ, ଫିଟ୍ ହୋଇ ପ୍ରଥମ ମ୍ୟାଚ୍ ଖେଳିଲେ ପନ୍ତ; ଆଇପିଏଲ୍ରେ…
ନୂଆଦିଲ୍ଲୀ,୨୦।୨: ଋଷଭ ପନ୍ତଙ୍କ ପ୍ରଶଂସକଙ୍କ ଲାଗି ଖୁସିଖବର। ଶେଷରେ କ୍ରିକେଟର ସୁସ୍ଥ ହୋଇ ମଇଦାନକୁ ଓହ୍ଲାଇଛନ୍ତି। ଏପରିକି ବାଙ୍ଗାଲୋର ନିକଟରେ ଥିବା ଅଲୁରରେ ନିଜର ପ୍ରଥମ ମ୍ୟାଚ୍ ବି ଖେଳିଛନ୍ତି। ରିପୋର୍ଟ ଅନୁଯାୟୀ ପନ୍ତ ଅଭ୍ୟାସ ମ୍ୟାଚ୍ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଏହାପରେ ତାଙ୍କର ଆଇପିଏଲ୍ ୨୦୨୪ରେ ଖେଳିବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। କହିରଖୁଛୁ, ପନ୍ତ ୩୦ ଡିସେମ୍ବର ୨୦୨୨ରେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ଏହି ଦୁର୍ଘଟଣାରେ ତାଙ୍କ ଗୋଡ଼ରେ ଆଘାତ […] The post ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ, ଫିଟ୍ ହୋଇ ପ୍ରଥମ ମ୍ୟାଚ୍ ଖେଳିଲେ ପନ୍ତ; ଆଇପିଏଲ୍ରେ… appeared first on Dharitri Odia News.
ନୂଆଦିଲ୍ଲୀ,୨୦।୨: ଋଷଭ ପନ୍ତଙ୍କ ପ୍ରଶଂସକଙ୍କ ଲାଗି ଖୁସିଖବର। ଶେଷରେ କ୍ରିକେଟର ସୁସ୍ଥ ହୋଇ ମଇଦାନକୁ ଓହ୍ଲାଇଛନ୍ତି। ଏପରିକି ବାଙ୍ଗାଲୋର ନିକଟରେ ଥିବା ଅଲୁରରେ ନିଜର ପ୍ରଥମ ମ୍ୟାଚ୍ ବି ଖେଳିଛନ୍ତି। ରିପୋର୍ଟ ଅନୁଯାୟୀ ପନ୍ତ ଅଭ୍ୟାସ ମ୍ୟାଚ୍ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଏହାପରେ ତାଙ୍କର ଆଇପିଏଲ୍ ୨୦୨୪ରେ ଖେଳିବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି।
କହିରଖୁଛୁ, ପନ୍ତ ୩୦ ଡିସେମ୍ବର ୨୦୨୨ରେ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ଏହି ଦୁର୍ଘଟଣାରେ ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ଏହାର ସର୍ଜରୀ କରାଯାଇଥିଲା। ହେଲେ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ଆଇପିଏଲ୍ରେ ସେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଭାବେ ଦାୟିତ୍ୱ ତୁଲାଇବେ।
The post ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ, ଫିଟ୍ ହୋଇ ପ୍ରଥମ ମ୍ୟାଚ୍ ଖେଳିଲେ ପନ୍ତ; ଆଇପିଏଲ୍ରେ… appeared first on Dharitri Odia News.