ପ୍ରଶ୍ନକାଳରେ ହଟ୍ଟଗୋଳ, କକ୍ଷତ୍ୟାଗ କଲା ବିଜେଡି

ଭୁବନେଶ୍ୱର,୨୪।୭: ବିଧାନସଭା ବଜେଟ ଅଧିବେଶନର ଆଜି ହେଉଛି ତୃତୀୟ ଦିନ। ହେଲେ ତୃତୀୟ ଦିନ ଗୃହ ଆରମ୍ଭରୁ ହଟ୍ଟଗୋଳ ଦେଖାଯାଇଛି। ପ୍ରଶ୍ନକାଳରେ ହଟ୍ଟଗୋଳ କରି ବିଜେଡି ସଦସ୍ୟ କକ୍ଷତ୍ୟାଗ କରିଛନ୍ତି। ଗୃହର ମଧ୍ୟଭାଗକୁ ଆସି କଂଗ୍ରେସ ସଦସ୍ୟ ମଧ୍ୟ ହୋହାଲ୍ଲା କରିଛନ୍ତି। ଫଳରେ ବାଚସ୍ପତି ଦିନ ୧୧ଟା ୩୦ ଯାଏ ଗୃହ ମୁଲତବୀ ରଖିଛନ୍ତି। ଗୃହ ଆରମ୍ଭରୁ ରାଜ୍ୟପାଳଙ୍କ ପୁଅ ଆଇନକୁ ହାତକୁ ନେଇଥିବା ପ୍ରସଙ୍ଗ ଉଠାଇଲେ ବିରୋଧୀ। The post ପ୍ରଶ୍ନକାଳରେ ହଟ୍ଟଗୋଳ, କକ୍ଷତ୍ୟାଗ କଲା ବିଜେଡି appeared first on Dharitri Odia News.

ପ୍ରଶ୍ନକାଳରେ ହଟ୍ଟଗୋଳ, କକ୍ଷତ୍ୟାଗ କଲା ବିଜେଡି

ଭୁବନେଶ୍ୱର,୨୪।୭: ବିଧାନସଭା ବଜେଟ ଅଧିବେଶନର ଆଜି ହେଉଛି ତୃତୀୟ ଦିନ। ହେଲେ ତୃତୀୟ ଦିନ ଗୃହ ଆରମ୍ଭରୁ ହଟ୍ଟଗୋଳ ଦେଖାଯାଇଛି। ପ୍ରଶ୍ନକାଳରେ ହଟ୍ଟଗୋଳ କରି ବିଜେଡି ସଦସ୍ୟ କକ୍ଷତ୍ୟାଗ କରିଛନ୍ତି। ଗୃହର ମଧ୍ୟଭାଗକୁ ଆସି କଂଗ୍ରେସ ସଦସ୍ୟ ମଧ୍ୟ ହୋହାଲ୍ଲା କରିଛନ୍ତି। ଫଳରେ ବାଚସ୍ପତି ଦିନ ୧୧ଟା ୩୦ ଯାଏ ଗୃହ ମୁଲତବୀ ରଖିଛନ୍ତି। ଗୃହ ଆରମ୍ଭରୁ ରାଜ୍ୟପାଳଙ୍କ ପୁଅ ଆଇନକୁ ହାତକୁ ନେଇଥିବା ପ୍ରସଙ୍ଗ ଉଠାଇଲେ ବିରୋଧୀ।

The post ପ୍ରଶ୍ନକାଳରେ ହଟ୍ଟଗୋଳ, କକ୍ଷତ୍ୟାଗ କଲା ବିଜେଡି appeared first on Dharitri Odia News.