ପ୍ରସ୍ତାବିତ ଜଳସେଚନ ପ୍ରକଳ୍ପ ନେଇ ପ୍ରତିବାଦ, ୧୨ ଘଣ୍ଟିଆ ଜାତୀୟ ରାଜପଥ ଅବରୋଧ

କେନ୍ଦୁଝର,୧୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ସମାକୋଇ ଚକାଦର ସମନ୍ବୟ ସମିତି ତେଲକୋଇ ଡାକରାରେ ପ୍ରସ୍ତାବିତ ଚକଧର ଜଳସେଚନ ପ୍ରକଳ୍ପ ପ୍ରତିବାଦରେ ୧୨ ଘଣ୍ଟିଆ ଏନ୍‌ଏଚ୍‌ ଅବରୋଧ କରି ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ କରିଛନ୍ତି। ଏହି ଅବସରରେ ସକାଳ ୬ଟାରୁ ଆନ୍ଦୋଳନକାରୀମାନେ ଜଗମୋହନପୁର ନିକଟରେ ଏନ୍‌ଏଚ୍‌ ୪୯ ଅବରୋଧ କରିବା ସହ ତେଲକୋଇ ବଜାର ବନ୍ଦ କରି ପ୍ରତିବାଦ କରିଛନ୍ତି। ଫଳରେ ରାସ୍ତାରେ ଟ୍ରକ୍‌, ବସ୍‌ ଆଦି ଗାଡ଼ି ଚଳାଚଳ ବନ୍ଦ ରହିଥିବା ବେଳେ ଯାତାୟାତ ଠପ୍‌ ହୋଇଯାଇଛି। ବିଭିନ୍ନ […] The post ପ୍ରସ୍ତାବିତ ଜଳସେଚନ ପ୍ରକଳ୍ପ ନେଇ ପ୍ରତିବାଦ, ୧୨ ଘଣ୍ଟିଆ ଜାତୀୟ ରାଜପଥ ଅବରୋଧ appeared first on Dharitri Odia News.

ପ୍ରସ୍ତାବିତ ଜଳସେଚନ ପ୍ରକଳ୍ପ ନେଇ ପ୍ରତିବାଦ, ୧୨ ଘଣ୍ଟିଆ ଜାତୀୟ ରାଜପଥ ଅବରୋଧ

କେନ୍ଦୁଝର,୧୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ସମାକୋଇ ଚକାଦର ସମନ୍ବୟ ସମିତି ତେଲକୋଇ ଡାକରାରେ ପ୍ରସ୍ତାବିତ ଚକଧର ଜଳସେଚନ ପ୍ରକଳ୍ପ ପ୍ରତିବାଦରେ ୧୨ ଘଣ୍ଟିଆ ଏନ୍‌ଏଚ୍‌ ଅବରୋଧ କରି ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ କରିଛନ୍ତି। ଏହି ଅବସରରେ ସକାଳ ୬ଟାରୁ ଆନ୍ଦୋଳନକାରୀମାନେ ଜଗମୋହନପୁର ନିକଟରେ ଏନ୍‌ଏଚ୍‌ ୪୯ ଅବରୋଧ କରିବା ସହ ତେଲକୋଇ ବଜାର ବନ୍ଦ କରି ପ୍ରତିବାଦ କରିଛନ୍ତି। ଫଳରେ ରାସ୍ତାରେ ଟ୍ରକ୍‌, ବସ୍‌ ଆଦି ଗାଡ଼ି ଚଳାଚଳ ବନ୍ଦ ରହିଥିବା ବେଳେ ଯାତାୟାତ ଠପ୍‌ ହୋଇଯାଇଛି। ବିଭିନ୍ନ ସ୍ଥାନରେ ବ୍ୟାପକ ପୋଲିସ ମୁତୟନ ହୋଇଛି।

The post ପ୍ରସ୍ତାବିତ ଜଳସେଚନ ପ୍ରକଳ୍ପ ନେଇ ପ୍ରତିବାଦ, ୧୨ ଘଣ୍ଟିଆ ଜାତୀୟ ରାଜପଥ ଅବରୋଧ appeared first on Dharitri Odia News.