ପ୍ରାଙ୍କ୍‌ କରିବାର ଏତେ ବଡ଼ ଦଣ୍ଡ ମିଳିବ କେବେ ଭାବି ନ ଥିଲେ ବ୍ୟକ୍ତି, ଭିଡିଓ ଦେଖିଲେ…

ସୋସିଆଲ ମିଡ଼ିଆରେ କିଛି ନା କିଛି ଭିଡିଓ, ଫଟୋ ସାମ୍ନାକୁ ଆସେ। ଠିକ୍‌ ସେହିଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଭିଡିଓରେ ୨ ଜଣ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଛି। ଯେଉଁଥିରେ ଜଣେ ବ୍ୟକ୍ତି ଆଉ ଜଣେ ବ୍ୟକ୍ତିଙ୍କ ସହ ପ୍ରାଙ୍କ୍‌ କରୁଥିବାର ଦେଖାଯାଉଛନ୍ତି। ଆଜିକାଲି ଲୋକମାନେ ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ କିଛି ବି କରିଦିଅନ୍ତି। ସବୁଠାରୁ ସହଜ କଥା ହେଉଛି କାହାକୁ ପ୍ରାଙ୍କ୍‌ କରିବା। ତେବେ […] The post ପ୍ରାଙ୍କ୍‌ କରିବାର ଏତେ ବଡ଼ ଦଣ୍ଡ ମିଳିବ କେବେ ଭାବି ନ ଥିଲେ ବ୍ୟକ୍ତି, ଭିଡିଓ ଦେଖିଲେ… appeared first on Dharitri Odia News.

ପ୍ରାଙ୍କ୍‌ କରିବାର ଏତେ ବଡ଼ ଦଣ୍ଡ ମିଳିବ କେବେ ଭାବି ନ ଥିଲେ ବ୍ୟକ୍ତି, ଭିଡିଓ ଦେଖିଲେ…

ସୋସିଆଲ ମିଡ଼ିଆରେ କିଛି ନା କିଛି ଭିଡିଓ, ଫଟୋ ସାମ୍ନାକୁ ଆସେ। ଠିକ୍‌ ସେହିଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଭିଡିଓରେ ୨ ଜଣ ବ୍ୟକ୍ତିଙ୍କୁ ଦେଖିବାକୁ ମିଳିଛି। ଯେଉଁଥିରେ ଜଣେ ବ୍ୟକ୍ତି ଆଉ ଜଣେ ବ୍ୟକ୍ତିଙ୍କ ସହ ପ୍ରାଙ୍କ୍‌ କରୁଥିବାର ଦେଖାଯାଉଛନ୍ତି।

ଆଜିକାଲି ଲୋକମାନେ ସୋସିଆଲ ମିଡିଆରେ ଭାଇରାଲ ହେବା ପାଇଁ କିଛି ବି କରିଦିଅନ୍ତି। ସବୁଠାରୁ ସହଜ କଥା ହେଉଛି କାହାକୁ ପ୍ରାଙ୍କ୍‌ କରିବା। ତେବେ ଭାଇରାଲ ହୋଇଥିବା ଭିଡିଓରେ ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ପ୍ରାଙ୍କ୍‌ କରିବାକୁ ଚେଷ୍ଟା କରୁଥିଲେ କିନ୍ତୁ ଏହି ପ୍ରୟାସ ତାଙ୍କ ପାଇଁ ବହୁତ ମହଙ୍ଗା ପଡ଼ିଲା। ସେହି ବ୍ୟକ୍ତି ଜଣଙ୍କ ପ୍ରାଙ୍କ୍‌ କରୁଥିବା ବ୍ୟକ୍ତିଙ୍କୁ ଉଠାଇ ତଳେ ଥିବା ପୋଖରୀରେ ଫିଙ୍ଗିଦେଲେ। ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍‌ ଭାଇରାଲ ହେଉଛି।

 

View this post on Instagram

 

A post shared by Sehife Satilir (@daraqoy.pg)

The post ପ୍ରାଙ୍କ୍‌ କରିବାର ଏତେ ବଡ଼ ଦଣ୍ଡ ମିଳିବ କେବେ ଭାବି ନ ଥିଲେ ବ୍ୟକ୍ତି, ଭିଡିଓ ଦେଖିଲେ… appeared first on Dharitri Odia News.