ପ୍ରାଣ ପ୍ରତିଷ୍ଠା ପରେ ବଦଳିଗଲା ରାମଲଲାଙ୍କ ମୁଖମଣ୍ଡଳ

ପରିବର୍ତ୍ତନ ଏମିତି, ଯେ ଖୋଦ୍ ବିଗ୍ରହ ନିର୍ମାତା ବି ଆଶ୍ଚର୍ଯ୍ୟ ।

ପ୍ରାଣ ପ୍ରତିଷ୍ଠା ପରେ ବଦଳିଗଲା ରାମଲଲାଙ୍କ ମୁଖମଣ୍ଡଳ

ପ୍ରାଣ ପ୍ରତିଷ୍ଠା ପରେ ବଦଳିଗଲା ରାମଲଲାଙ୍କ ମୁଖ ମଣ୍ଡଳ। ମୂର୍ତ୍ତି ତିଆରି ସରିବା ପରେ ଯେମିତି ଦିଶୁଥିଲେ ପ୍ରାଣ ପ୍ରତିଷ୍ଠା ପରେ ତା ଠୁ ସମ୍ପର୍ଣ୍ଣ ଅଲଗା ଦେଖାଯାଇଛନ୍ତି ରାମଲଲା। ଖୋଦ୍ ମୂର୍ତ୍ତି ତିଆରି କରିଥିବା ଶିଳ୍ପୀ ଅରୁଣ ଯୋଗୀରାଜ ଏମିତି କହିଛନ୍ତି। 7 ମାସ ଲାଗି ଯେଉଁ ମୂର୍ତ୍ତିକୁ ମୁଁ ଗଢ଼ିଥିଲି ତାହା ପ୍ରାଣ ପ୍ରତିଷ୍ଠା ପରେ ସମ୍ପୂର୍ଣ୍ଣ ବଦଳି ଯାଇଥିବା ସେ କହିଛନ୍ତି । ଦେଖନ୍ତୁ ପୂରା ରିପୋର୍ଟ।