ପ୍ରାର୍ଥିପତ୍ର ଦାଖଲ କଲେ ତାରା ବାହିନୀପତି
ଭୁବନେଶ୍ୱର,୨୨।୪: ପ୍ରାର୍ଥିପତ୍ର ଦାଖଲ କଲେ ଜୟପୁରରୁ କଂଗ୍ରେସ ଟିକେଟରେ ବିଧାନସଭା ନିର୍ବାଚନ ଲଢୁଥିବା ତାରାପ୍ରସାଦ ବାହିନୀପତି। ସୋମବାର ନିଜ ସମର୍ଥକଙ୍କ ସହ ଏକ ବିରାଟ ଶୋଭାଯାତ୍ରାରେ ଆସି ଜୟପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ବେଳେ ତାଙ୍କ ସହ କୋରାପୁଟ କଂଗ୍ରେସ ଏମ୍ପି ପ୍ରାର୍ଥୀ ସପ୍ତଗିରି ଉଲାକା ଉପସ୍ଥିତି ଥିଲେ। The post ପ୍ରାର୍ଥିପତ୍ର ଦାଖଲ କଲେ ତାରା ବାହିନୀପତି appeared first on Dharitri Odia News.
ଭୁବନେଶ୍ୱର,୨୨।୪: ପ୍ରାର୍ଥିପତ୍ର ଦାଖଲ କଲେ ଜୟପୁରରୁ କଂଗ୍ରେସ ଟିକେଟରେ ବିଧାନସଭା ନିର୍ବାଚନ ଲଢୁଥିବା ତାରାପ୍ରସାଦ ବାହିନୀପତି। ସୋମବାର ନିଜ ସମର୍ଥକଙ୍କ ସହ ଏକ ବିରାଟ ଶୋଭାଯାତ୍ରାରେ ଆସି ଜୟପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ବେଳେ ତାଙ୍କ ସହ କୋରାପୁଟ କଂଗ୍ରେସ ଏମ୍ପି ପ୍ରାର୍ଥୀ ସପ୍ତଗିରି ଉଲାକା ଉପସ୍ଥିତି ଥିଲେ।
The post ପ୍ରାର୍ଥିପତ୍ର ଦାଖଲ କଲେ ତାରା ବାହିନୀପତି appeared first on Dharitri Odia News.