ପ୍ରାର୍ଥୀ ବଛା କସରତ୍ ଭିତରେ ବଲାଙ୍ଗିରରେ ସ୍ପଷ୍ଟ ଲଢ଼େଇର ଚିତ୍ର

୨୪ ମହାସଂଗ୍ରାମ ପାଇଁ ପ୍ରାର୍ଥୀ ବଛା କସରତ୍ ଭିତରେ ପୂରା ସ୍ପଷ୍ଟ ହୋଇଯାଇଛି ବଲାଙ୍ଗିର ବିଧାନସଭା କ୍ଷେତ୍ରରେ ଲଢ଼େଇର ଚିତ୍ର। ଉଭୟ ବିଜେଡି ଓ କଂଗ୍ରେସ. ପୁରୁଣା ଚେହେରାଙ୍କ ଛାଇରେ ସେମାନଙ୍କ ଦାୟଦଙ୍କୁ ଏଥର ମୈଦାନକୁ ଛାଡ଼ିଛନ୍ତି, ତ ଏ ଦୁଇ ଦଳଙ୍କୁ ଟକ୍କର ଦେବାକୁ ଏଥର ବି ନୂଆ ମୁହଁଙ୍କୁ ପ୍ରାର୍ଥୀ କରିଛି ବିଜେପି।