ପ୍ରି-ଓ୍ବେଡିଂ ଫଟୋଶୁଟ କରୁଥିଲେ ଭାବି ସ୍ତ୍ରୀ-ସ୍ବାମୀ, ଆସିଲା ସାପ: ଆଉ ତା’ପରେ ଘଟିଲା..ଦେଖନ୍ତୁ ଭିଡ଼ିଓ

ଆଜିକାଲି ପ୍ରି-ଓ୍ବେଡିଂ ଫଟୋଶୁଟ ସାଧାରଣ କଥା ହୋଇଗଲାଣି। ବିବାହ ପୂର୍ବରୁ ବିଭିନ୍ନ ସ୍ଥାନରେ ବିଭିନ୍ନ ଶୈଳୀରେ ଫଟୋଶୁଟ୍‌ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ଭାବି ସ୍ତ୍ରୀ-ସ୍ବାମୀ। ଏଥିପାଇଁ କେହି କେହି ଖୋଲା ସ୍ଥାନକୁ, କେହି ଜଣେ ମନ୍ଦିରକୁ, କେହି କେହି ତାଜମହଲ କିମ୍ବା ଏପରି କିଛି ସ୍ମାରକକୁ ଯାଆନ୍ତି। କିନ୍ତୁ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡ଼ିଓରେ ଏକ ଯୋଡି ପୋଖରୀ ମଝିରେ ବସି ବିବାହ ଫଟୋଶୁଟ କରୁଛନ୍ତି। ଫଟୋଶୁଟ ସମୟରେ କିଛି ଘଟେ […] The post ପ୍ରି-ଓ୍ବେଡିଂ ଫଟୋଶୁଟ କରୁଥିଲେ ଭାବି ସ୍ତ୍ରୀ-ସ୍ବାମୀ, ଆସିଲା ସାପ: ଆଉ ତା’ପରେ ଘଟିଲା..ଦେଖନ୍ତୁ ଭିଡ଼ିଓ appeared first on Dharitri Odia News.

ପ୍ରି-ଓ୍ବେଡିଂ ଫଟୋଶୁଟ କରୁଥିଲେ ଭାବି ସ୍ତ୍ରୀ-ସ୍ବାମୀ, ଆସିଲା ସାପ: ଆଉ ତା’ପରେ ଘଟିଲା..ଦେଖନ୍ତୁ ଭିଡ଼ିଓ

ଆଜିକାଲି ପ୍ରି-ଓ୍ବେଡିଂ ଫଟୋଶୁଟ ସାଧାରଣ କଥା ହୋଇଗଲାଣି। ବିବାହ ପୂର୍ବରୁ ବିଭିନ୍ନ ସ୍ଥାନରେ ବିଭିନ୍ନ ଶୈଳୀରେ ଫଟୋଶୁଟ୍‌ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ଭାବି ସ୍ତ୍ରୀ-ସ୍ବାମୀ। ଏଥିପାଇଁ କେହି କେହି ଖୋଲା ସ୍ଥାନକୁ, କେହି ଜଣେ ମନ୍ଦିରକୁ, କେହି କେହି ତାଜମହଲ କିମ୍ବା ଏପରି କିଛି ସ୍ମାରକକୁ ଯାଆନ୍ତି। କିନ୍ତୁ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡ଼ିଓରେ ଏକ ଯୋଡି ପୋଖରୀ ମଝିରେ ବସି ବିବାହ ଫଟୋଶୁଟ କରୁଛନ୍ତି। ଫଟୋଶୁଟ ସମୟରେ କିଛି ଘଟେ ଯାହା ଦର୍ଶକଙ୍କୁ ଭୟଭୀତ କରିଛି। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ, ଏକ ଯୋଡି ବିବାହ ପୂର୍ବରୁ କିଛି ସ୍ମୃତି ରଖିବା ପାଇଁ ପ୍ରି-ଓ୍ବେଡିଂ ଫଟୋଶୁଟ କରୁଛନ୍ତି। ଉଭୟ ପୋଖରୀ ମଝିରେ ବସିଛନ୍ତି। କ୍ୟାମେରାମ୍ୟାନ ତାଙ୍କ କ୍ୟାମେରା ସେଟ ଅପ କରୁଛନ୍ତ। ଏହି ଏହି ସମୟରେ ଏକ ସାପ ପାଣିରେ ଭିତରେ ନଜର ଅସୁଛି। ଏହା ଜାଣି ମଧ୍ୟ ଭାବି ସ୍ତ୍ରୀ-ସ୍ବାମୀ ଭୟଭୀତ ନ ହୋଇ ଫଟୋ ପାଇଁ ପୋଜ୍‌ ଦେବାରେ ଲାଗିଥିଲେ। ସାପ ଆସି ଯୁବତୀଙ୍କ ଶରୀରକୁ ଛୁଇଁ ପଳାଇଥିଲା। ଏହା ପରେ ମଧ୍ୟ ପରେ ଦୁହେଁ ଭୟଭୀତ ହୁଅନ୍ତି ନାହିଁ।

 

View this post on Instagram

 

A post shared by

rasagola.in