ପ୍ରିୟଙ୍କାଙ୍କ ବେକରେ ୩୪୪ କୋଟିର ହୀରା ହାର, ତିଆରି କରିବାକୁ ଲାଗିଛି ୨୮ ଶହ ଘଣ୍ଟା
ନୂଆଦିଲ୍ଲୀ ୧/୬: ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ପ୍ରିୟଙ୍କା ଚୋପ୍ରା ଜୋନସ୍ ପିନ୍ଧିଛନ୍ତି ୩୪୪ କୋଟିର ହୀରା ହାର । ଯାହାକୁ ନିଜର ସୋସିଆଲ ସାଇଟ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ପ୍ରିୟଙ୍କା । ଆଉ ତାପରଠୁ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ରୋମ୍ର ଫ୍ୟାସନ ହାଉସ ବୁଲଗେରିର ୧୪୦ ତମ ଆନିଭରସାରିରେ ପ୍ରିୟଙ୍କାଙ୍କର ଏହି ଗ୍ଲାମରିୟସ ଅନ୍ଦାଜ ସମସ୍ତଙ୍କୁ ପସନ୍ଦ ଆସିଥିଲା । ସୁନ୍ଦର ଓ ଦାମୀ ହୀରା ହାର, ସର୍ଟ ହେୟାର ଓ ଅଫ ସୋଲଡରର ବ୍ଲାକ-ହ୍ଲାଇଟ ଗାଉନରେ ପ୍ରିୟଙ୍କାଙ୍କୁ ଯିଏ ଦେଖୁଥିଲେ ଘଡିଏ ଅଟକି ଯାଉଥିଲା ।ସେଠାରେ ଆୟୋଜିତ ଇଭେଣ୍ଟରେ ଗାଲା ଡିନର ପାର୍ଟିର ଆୟୋଜନ କରାଯାଇଥିଲା । ଯେଉଁଥିରେ ବୁଲଗେରିର ହାଇ ଜୁଏଲାରୀ କଲେକ୍ସନ ଏଟରନାକୁ ସୋ କେସରେ ରଖାଯାଇଥିଲା । ଆଉ ବ୍ରାଣ୍ଡ ଆମ୍ବାସାଡର ଭାବରେ ପ୍ରିୟଙ୍କାଏହି ସୁନ୍ଦର ଓ ଆକର୍ଷଣୀୟ ଦାମୀ ହୀରା ହାର ପିନ୍ଧିଥିଲେ । ଯାହାକୁ ତିଆରି କରିବାକୁ ୨୮ ଶହ ଘଣ୍ଟା ସମୟ ଲାଗିଥିବାବେଳେ ଏଥିରେ ୧୪୦ କ୍ୟାରେଟ ଡାଇମଣ୍ଡ ଲାଗିଛି ।
ନୂଆଦିଲ୍ଲୀ ୧/୬: ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ପ୍ରିୟଙ୍କା ଚୋପ୍ରା ଜୋନସ୍ ପିନ୍ଧିଛନ୍ତି ୩୪୪ କୋଟିର ହୀରା ହାର । ଯାହାକୁ ନିଜର ସୋସିଆଲ ସାଇଟ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ପ୍ରିୟଙ୍କା । ଆଉ ତାପରଠୁ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ରୋମ୍ର ଫ୍ୟାସନ ହାଉସ ବୁଲଗେରିର ୧୪୦ ତମ ଆନିଭରସାରିରେ ପ୍ରିୟଙ୍କାଙ୍କର ଏହି ଗ୍ଲାମରିୟସ ଅନ୍ଦାଜ ସମସ୍ତଙ୍କୁ ପସନ୍ଦ ଆସିଥିଲା ।
ସୁନ୍ଦର ଓ ଦାମୀ ହୀରା ହାର, ସର୍ଟ ହେୟାର ଓ ଅଫ ସୋଲଡରର ବ୍ଲାକ-ହ୍ଲାଇଟ ଗାଉନରେ ପ୍ରିୟଙ୍କାଙ୍କୁ ଯିଏ ଦେଖୁଥିଲେ ଘଡିଏ ଅଟକି ଯାଉଥିଲା ।ସେଠାରେ ଆୟୋଜିତ ଇଭେଣ୍ଟରେ ଗାଲା ଡିନର ପାର୍ଟିର ଆୟୋଜନ କରାଯାଇଥିଲା । ଯେଉଁଥିରେ ବୁଲଗେରିର ହାଇ ଜୁଏଲାରୀ କଲେକ୍ସନ ଏଟରନାକୁ ସୋ କେସରେ ରଖାଯାଇଥିଲା । ଆଉ ବ୍ରାଣ୍ଡ ଆମ୍ବାସାଡର ଭାବରେ ପ୍ରିୟଙ୍କା
ଏହି ସୁନ୍ଦର ଓ ଆକର୍ଷଣୀୟ ଦାମୀ ହୀରା ହାର ପିନ୍ଧିଥିଲେ । ଯାହାକୁ ତିଆରି କରିବାକୁ ୨୮ ଶହ ଘଣ୍ଟା ସମୟ ଲାଗିଥିବାବେଳେ ଏଥିରେ ୧୪୦ କ୍ୟାରେଟ ଡାଇମଣ୍ଡ ଲାଗିଛି ।