ପ୍ରିୟଙ୍କାଙ୍କୁ ପ୍ରଭାବିତ କଲା ପିଜୁଳି

ବିଶାଖାପାଟଣା ଏୟାରପୋର୍ଟ ଯିବା ବେଳେ ସେ ଟ୍ରାଫିକ୍ ପୋଷ୍ଟ ନିକଟରେ ଜଣେ ମହିଳାଙ୍କ ନିକଟରୁ ପିଜୁଳି କିଣିଥିଲେ । ତେବେ ଏହି ପିଜୁଳି କିଣିବା ବେଳେ ଯାହା ଘଟିଥିଲା ତାହା ତାଙ୍କୁ ବେଶୀ ପ୍ରଭାବିତ କରିଛି ବୋଲି କହିଛନ୍ତି ପ୍ରିୟଙ୍କା ।

ପ୍ରିୟଙ୍କାଙ୍କୁ ପ୍ରଭାବିତ କଲା ପିଜୁଳି
Array