ପ୍ରେମ ନାଁରେ ବ୍ଲାକମେଲ୍, କଟକ ପୋଲିସ କବଜାରେ ନାଇଜେରିଆ ଦଲାଲ୍

ନାଇଜେରିଆରୁ କଟକ, ଭାୟା ସୋଶାଲ ମିଡିଆ, ଚଳାଇଥିଲେ କଳା କାରନାମା। ବନ୍ଧୁତା ସ୍ଥାପନ କରି ଓଡ଼ିଆ ଝିଅକୁ କରୁଥିଲେ ବ୍ଲାକମେଲ୍। ଯୁବତୀଙ୍କ ଆତ୍ମହତ୍ୟା ପରେ ରହସ୍ୟର ଉନ୍ମୋଚନ କଲା କଟକ କମିଶନରେଟ ପୋଲିସ।

ପ୍ରେମ ନାଁରେ ବ୍ଲାକମେଲ୍, କଟକ ପୋଲିସ କବଜାରେ ନାଇଜେରିଆ ଦଲାଲ୍
Array