ପ୍ରେମ ବିବାହର ମାସକ ପରେ ନବବଧୂଙ୍କୁ ହତ୍ୟା: ସ୍ବାମୀ ଅଟକ, ଅଭିଯୋଗ ଆଣି ପରିବାର ଲୋକ କହିଲେ…
ଧର୍ମଶାଳା,୧୪ା୭(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ପଟୁଣିଆ ପଞ୍ଚାଯତ ଶଙ୍ଖ ଗ୍ରାମରେ ଯୌତୁକ ପାଇଁ ଜଣେ ନବବଧୂଙ୍କୁ ହତ୍ୟା ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ମିଳିଥିବା ସୂଚନାନୁସାରେ, ଏହି ଥାନା ଅନ୍ତର୍ଗତ ଅଚ୍ୟୁତପୁର ଗ୍ରାମର ହରିହର ବାରିକଙ୍କ ସାନ ଝିଅ କିରନପ୍ରଭାଙ୍କ ଗତ ୪ ଜୁନ୍ ୨୦୨୫ରେ ଏହି ଥାନା ଅନ୍ତର୍ଗତ ପଟୁଣିଆ ପଞ୍ଚାଯତ ଶଙ୍ଖ ଗ୍ରାମର ମୃତ ନଟବର ଜେନାଙ୍କ ପୁଅ ଶ୍ରୀକାନ୍ତଙ୍କୁ ପ୍ରେମବବିାହ ହୋଇଥିଲା। ଯୌତୁକ ପାଇଁ କିରନପ୍ରଭାଙ୍କୁ ହତ୍ୟା […] The post ପ୍ରେମ ବିବାହର ମାସକ ପରେ ନବବଧୂଙ୍କୁ ହତ୍ୟା: ସ୍ବାମୀ ଅଟକ, ଅଭିଯୋଗ ଆଣି ପରିବାର ଲୋକ କହିଲେ… appeared first on Dharitri Odia News.
ଧର୍ମଶାଳା,୧୪ା୭(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ପଟୁଣିଆ ପଞ୍ଚାଯତ ଶଙ୍ଖ ଗ୍ରାମରେ ଯୌତୁକ ପାଇଁ ଜଣେ ନବବଧୂଙ୍କୁ ହତ୍ୟା ହୋଇଥିବା ଥାନାରେ ଅଭିଯୋଗ ହୋଇଛି।
ମିଳିଥିବା ସୂଚନାନୁସାରେ, ଏହି ଥାନା ଅନ୍ତର୍ଗତ ଅଚ୍ୟୁତପୁର ଗ୍ରାମର ହରିହର ବାରିକଙ୍କ ସାନ ଝିଅ କିରନପ୍ରଭାଙ୍କ ଗତ ୪ ଜୁନ୍ ୨୦୨୫ରେ ଏହି ଥାନା ଅନ୍ତର୍ଗତ ପଟୁଣିଆ ପଞ୍ଚାଯତ ଶଙ୍ଖ ଗ୍ରାମର ମୃତ ନଟବର ଜେନାଙ୍କ ପୁଅ ଶ୍ରୀକାନ୍ତଙ୍କୁ ପ୍ରେମବବିାହ ହୋଇଥିଲା। ଯୌତୁକ ପାଇଁ କିରନପ୍ରଭାଙ୍କୁ ହତ୍ୟା କରାଯାଇଥିବା
ବାପଘର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ତେବେ ପୋଲିସ ସ୍ବାମୀ ଶ୍ରୀକାନ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି।
The post ପ୍ରେମ ବିବାହର ମାସକ ପରେ ନବବଧୂଙ୍କୁ ହତ୍ୟା: ସ୍ବାମୀ ଅଟକ, ଅଭିଯୋଗ ଆଣି ପରିବାର ଲୋକ କହିଲେ… appeared first on Dharitri Odia News.