ପ୍ରେମିକଙ୍କ ସହ ମିଶି ସ୍ବାମୀକୁ କରିଥିଲେ ହତ୍ୟା, ଉଭୟଙ୍କୁ ଆଜୀବନ ଜେଲ୍
ସୁନ୍ଦରଗଡ଼: ୨୦୧୩ରେ ସୁନ୍ଦରଗଡ଼ ଟାଉନ ଥାନା ବ୍ରାହ୍ମଣପଡ଼ା ଅଞ୍ଚଳର ହୋଇଥିଲା ଜଣେ ଯୁବକଙ୍କ ହତ୍ୟା। ଏହି ମାମଲାରେ ଏବେ କୋର୍ଟ ମୃତ ବ୍ୟକ୍ତିଙ୍କ ପତ୍ନୀ ଓ ତାଙ୍କ ପ୍ରେମିକଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ସୂଚନା ଅନୁଯାୟୀ, ମହିଳା ଜଣକ ପ୍ରେମିକ ସହ ମିଶି ନିଜ ସ୍ବାମୀଙ୍କୁ ହତ୍ୟା କରିଥିଲେ । ହତ୍ୟା ପରେ ମରଶରୀରକୁ ଛତିଶଗଡ଼ ଅଞ୍ଚଳରେ ଫିଙ୍ଗିଦେଇଥିଲା ପ୍ରେମିକ। ତେବେ ଘଟଣାର ତଦନ୍ତ କରି ପୋଲିସ ଉଭୟ ପ୍ରେମିକ-ପେମିକଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ପୋଲିସ। ଆଉ ଏବେ ସୁନ୍ଦରଗଡ଼ ଜିଲ୍ଲା ଦୌରା ଜଜ୍ ଦଣ୍ଡାଦେଶ ଶୁଣାଇଛନ୍ତି।
ସୁନ୍ଦରଗଡ଼: ୨୦୧୩ରେ ସୁନ୍ଦରଗଡ଼ ଟାଉନ ଥାନା ବ୍ରାହ୍ମଣପଡ଼ା ଅଞ୍ଚଳର ହୋଇଥିଲା ଜଣେ ଯୁବକଙ୍କ ହତ୍ୟା। ଏହି ମାମଲାରେ ଏବେ କୋର୍ଟ ମୃତ ବ୍ୟକ୍ତିଙ୍କ ପତ୍ନୀ ଓ ତାଙ୍କ ପ୍ରେମିକଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।
ସୂଚନା ଅନୁଯାୟୀ, ମହିଳା ଜଣକ ପ୍ରେମିକ ସହ ମିଶି ନିଜ ସ୍ବାମୀଙ୍କୁ ହତ୍ୟା କରିଥିଲେ । ହତ୍ୟା ପରେ ମରଶରୀରକୁ ଛତିଶଗଡ଼ ଅଞ୍ଚଳରେ ଫିଙ୍ଗିଦେଇଥିଲା ପ୍ରେମିକ। ତେବେ ଘଟଣାର ତଦନ୍ତ କରି ପୋଲିସ ଉଭୟ ପ୍ରେମିକ-ପେମିକଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ପୋଲିସ। ଆଉ ଏବେ ସୁନ୍ଦରଗଡ଼ ଜିଲ୍ଲା ଦୌରା ଜଜ୍ ଦଣ୍ଡାଦେଶ ଶୁଣାଇଛନ୍ତି।