ପ୍ରେମିକାଙ୍କୁ ଗଳାକାଟି କରିଥିଲେ ହତ୍ୟା, ଏବେ ପୋଲିସ ଧରିବାରୁ ପିଇଲେ ବିଷ
ସାବରଙ୍ଗ,୨୬।୨(କାଲିପଦ ରାୟ ): ଚୂଡ଼ାମଣି ସାମୁଦ୍ରିକ ଥାନା ଅଧୀନ ବିଶ୍ୱରଞ୍ଜନ ପୁହାଣ ସୋର ଲିଙ୍ଗାପଡା ଅଞ୍ଚଳର ଜଣେ ଯୁବତୀ ଜ୍ୟୋର୍ତିମଇଙ୍କୁ ୫ ବର୍ଷ ପୂର୍ବରୁ ଭଲ ପାଉଥିଲେ। ଯୁବତୀ ଜଣଙ୍କ ତାଙ୍କୁ ବାହା ହେବାପାଇଁ ମନା କରିବାରୁ ତାଙ୍କ ଗଳକାଟି ହତ୍ୟା କରିଥିଲେ। ଫଳରେ ଯୁବତୀ ଜଣଙ୍କର ମୃତ୍ୟୁ ଘଟିଥିଲା। ଏନେଇ ସୋର ଥାନାରେ ମାମଲା ରୁଜୁ ହେବା ପରେ ସୋର ପୋଲିସ ଅଭିଯୁକ୍ତକୁ ବୁଧବାର ଚୂଡ଼ାମଣିରୁ ଗିରଫ କରିବା ସମୟରେ ବିଶରଞ୍ଜନ ବିଷ ପିଇ ଦେଇଥିବା […] The post ପ୍ରେମିକାଙ୍କୁ ଗଳାକାଟି କରିଥିଲେ ହତ୍ୟା, ଏବେ ପୋଲିସ ଧରିବାରୁ ପିଇଲେ ବିଷ appeared first on Dharitri Odia News.
ସାବରଙ୍ଗ,୨୬।୨(କାଲିପଦ ରାୟ ): ଚୂଡ଼ାମଣି ସାମୁଦ୍ରିକ ଥାନା ଅଧୀନ ବିଶ୍ୱରଞ୍ଜନ ପୁହାଣ ସୋର ଲିଙ୍ଗାପଡା ଅଞ୍ଚଳର ଜଣେ ଯୁବତୀ ଜ୍ୟୋର୍ତିମଇଙ୍କୁ ୫ ବର୍ଷ ପୂର୍ବରୁ ଭଲ ପାଉଥିଲେ। ଯୁବତୀ ଜଣଙ୍କ ତାଙ୍କୁ ବାହା ହେବାପାଇଁ ମନା କରିବାରୁ ତାଙ୍କ ଗଳକାଟି ହତ୍ୟା କରିଥିଲେ। ଫଳରେ ଯୁବତୀ ଜଣଙ୍କର ମୃତ୍ୟୁ ଘଟିଥିଲା। ଏନେଇ ସୋର ଥାନାରେ ମାମଲା ରୁଜୁ ହେବା ପରେ ସୋର ପୋଲିସ ଅଭିଯୁକ୍ତକୁ ବୁଧବାର ଚୂଡ଼ାମଣିରୁ ଗିରଫ କରିବା ସମୟରେ ବିଶରଞ୍ଜନ ବିଷ ପିଇ ଦେଇଥିବା ଜଣାପଡିଛି। ତାଙ୍କୁ ବସୁଦେବପୁର ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ଭଦ୍ରକ ସ୍ଥାନାନ୍ତର କରାଯାଇଛି।
The post ପ୍ରେମିକାଙ୍କୁ ଗଳାକାଟି କରିଥିଲେ ହତ୍ୟା, ଏବେ ପୋଲିସ ଧରିବାରୁ ପିଇଲେ ବିଷ appeared first on Dharitri Odia News.