ପ୍ରେମୀ ଯୁଗଳଙ୍କୁ ସୁରକ୍ଷା ଦେବେ ସରକାର

ରାଜ୍ୟର ଯେତିକି ବି ପର୍ଯ୍ୟଟନସ୍ଥଳୀ ଏବଂ ଲଭର୍ସ ପଏଣ୍ଟ ଅଛି, ସବୁଠି ସୁରକ୍ଷା ଯୋଗାଇଦିଆଯିବ। ଏଥିପାଇଁ ଦୁଇ ଦୁଇ ଥର ବୈଠକ ବସିସାରିଛି। ତେବେ କେମିତି ଏବଂ କାହା ହାତରେ ରହିବ ସୁରକ୍ଷା ବ୍ୟବସ୍ଥା ? ପ୍ରେମୀ ଯୁଗଳଙ୍କୁ କେମିତି ଦିଆଯିବ ସୁରକ୍ଷା ? ସେନେଇ ନାନା ପ୍ରଶ୍ନ, ନାନା ଚର୍ଚ୍ଚା।

ପ୍ରେମୀ ଯୁଗଳଙ୍କୁ ସୁରକ୍ଷା ଦେବେ ସରକାର
Array