ପ୍ୟାକିଂ ଖାଦ୍ୟର ଲେବୁଲ ବିଭ୍ରାନ୍ତ କରିପାରେ ସତର୍କ କରାଇଲା ଆଇସିଏମ୍ଆର୍
ନୂଆଦିଲ୍ଲୀ,୧୨ା୫: ବଜାରରେ ଉପଲବ୍ଧ ହେଉଥିବା ପ୍ୟାକେଜିଂ ଖାଦ୍ୟସାମଗ୍ରୀଗୁଡ଼ିକରେ ଲାଗିଥିବା ଲେବୁଲ୍ର ଦାବି ବିଭ୍ରାନ୍ତିକର ହୋଇପାରେ। ଦେଶର ଶୀର୍ଷ ସ୍ବାସ୍ଥ୍ୟ ଗବେଷଣା ସଂସ୍ଥା ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍ଆର୍) ଏନେଇ ସତର୍କ କରାଇଛି। ସ୍ବାସ୍ଥ୍ୟକର ଖାଦ୍ୟ ଚୟନ କରିବା ସମୟରେ ଗ୍ରାହକମାନେ ସେଥିରେ ଥିବା ଲେବୁଲର ତଥ୍ୟକୁ ଭଲଭାବେ ପଢ଼ିବା ଓ ଯାଞ୍ଚ କରିବା ଆବଶ୍ୟକ ବୋଲି ଆଇସିଏମ୍ଆର କହିଛି। ଶର୍କରାମୁକ୍ତ ଖାଦ୍ୟ ଭାବେ ବିକ୍ରି ହେଉଥିବା ସାମଗ୍ରୀଗୁଡ଼ିକରେ ପ୍ରଚୁର ଫ୍ୟାଟ୍ସ ଥାଇପାରେ। ସେହିପରି ପ୍ୟାକିଂ ହୋଇଥିବା […] The post ପ୍ୟାକିଂ ଖାଦ୍ୟର ଲେବୁଲ ବିଭ୍ରାନ୍ତ କରିପାରେ ସତର୍କ କରାଇଲା ଆଇସିଏମ୍ଆର୍ appeared first on Dharitri Odia News.
ନୂଆଦିଲ୍ଲୀ,୧୨ା୫: ବଜାରରେ ଉପଲବ୍ଧ ହେଉଥିବା ପ୍ୟାକେଜିଂ ଖାଦ୍ୟସାମଗ୍ରୀଗୁଡ଼ିକରେ ଲାଗିଥିବା ଲେବୁଲ୍ର ଦାବି ବିଭ୍ରାନ୍ତିକର ହୋଇପାରେ। ଦେଶର ଶୀର୍ଷ ସ୍ବାସ୍ଥ୍ୟ ଗବେଷଣା ସଂସ୍ଥା ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍ଆର୍) ଏନେଇ ସତର୍କ କରାଇଛି। ସ୍ବାସ୍ଥ୍ୟକର ଖାଦ୍ୟ ଚୟନ କରିବା ସମୟରେ ଗ୍ରାହକମାନେ ସେଥିରେ ଥିବା ଲେବୁଲର ତଥ୍ୟକୁ ଭଲଭାବେ ପଢ଼ିବା ଓ ଯାଞ୍ଚ କରିବା ଆବଶ୍ୟକ ବୋଲି ଆଇସିଏମ୍ଆର କହିଛି। ଶର୍କରାମୁକ୍ତ ଖାଦ୍ୟ ଭାବେ ବିକ୍ରି ହେଉଥିବା ସାମଗ୍ରୀଗୁଡ଼ିକରେ ପ୍ରଚୁର ଫ୍ୟାଟ୍ସ ଥାଇପାରେ। ସେହିପରି ପ୍ୟାକିଂ ହୋଇଥିବା ଫ୍ରୁଟ୍ ଜୁସ୍ରେ ମାତ୍ର ୧୦ ପ୍ରତିଶତ ଫଳରସ ଥାଇପାରେ ବୋଲି ସ୍ବାସ୍ଥ୍ୟ ଗବେଷଣା ସଂସ୍ଥା ସୂଚନା ଦେଇଛି।
The post ପ୍ୟାକିଂ ଖାଦ୍ୟର ଲେବୁଲ ବିଭ୍ରାନ୍ତ କରିପାରେ ସତର୍କ କରାଇଲା ଆଇସିଏମ୍ଆର୍ appeared first on Dharitri Odia News.