ପଡ଼ୁଥିଲା ମିସାଇଲ୍‌, ପଡ଼ିଗଲା ହାତଗଣ୍ଠି

ସବୁଆଡ଼େ କିଟମିଟ୍‌ ଅନ୍ଧାର । ମୋବାଇଲ୍‌ ଫ୍ଲାସ୍‌ ଲାଇଟ୍‌ରେ ବାହାଘର ଚାଳଇଛି । ଜୀବନ ସାଥୀର ହତ ଧରିବା ବେଳେ ବାଜୁନି ବାଜା ବି ଫୁଟୁନଥିଲା ରୋଷଣୀ । ରଙ୍ଗବେରଙ୍ଗର ଆଲୁଅ ବି ନାହିଁ । ଏ ଦୁଇ ଦମ୍ପତିଙ୍କ ବାହାଘର ବେଶ୍‌ ନିଆରା । ଏମାନଙ୍କ ବିବାହ ଆୟୋଜନରୁ ଆପଣ ପାଇବେ ଦେଶ ପ୍ରେମର ଗନ୍ଧ ।

ପଡ଼ୁଥିଲା ମିସାଇଲ୍‌, ପଡ଼ିଗଲା ହାତଗଣ୍ଠି
Array