ଫଡନଭିସ ସରକାରରେ ନୂଆ ବିବାଦ: ଶିବସେନା ମନ୍ତ୍ରୀମାନେ କ୍ଷୁବ୍ଧ

ପୁନେ,୨୪/୧୨:ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନଭିସ ସରକାରଙ୍କ ନୂଆ ମନ୍ତ୍ରୀଙ୍କୁ ସରକାରୀ ଘର ଆବଣ୍ଟନ କରାଯାଇଛି । ସେପଟେ ମନ୍ତ୍ରୀମାନଙ୍କୁ ଦିଆଯାଇଥିବା ସରକାରୀ ଗୃହକୁ ନେଇ ଆରମ୍ଭ ହୋଇଛି ବିବାଦ । ମିଳିଥିବା ସୂଚନା ଅନୁଯାୟୀ, ଶିବସେନାର କିଛି ମନ୍ତ୍ରୀଙ୍କୁ ସରକାରୀ ବଙ୍ଗଳା ପରିବର୍ତ୍ତେ ସରକାରୀ ଫ୍ଲାଟ୍ ଆବଣ୍ଟନ କରାଯାଇଛି। ଏହାକୁ ନେଇ ଶିନ୍ଦେ ଗୋଷ୍ଠୀର ଶିବସେନା ମନ୍ତ୍ରୀମାନେ କ୍ଷୁବ୍ଧ ହୋଇଛନ୍ତି।   ଭାଜପାର ଶୀର୍ଷ ମନ୍ତ୍ରୀଙ୍କୁ ସରକାରୀ ବଙ୍ଗଳା ଆବଣ୍ଟନ କରାଯାଇଥିବା ବେଳେ ଶିବସେନାର କିଛି କ୍ୟାବିନେଟ ମନ୍ତ୍ରୀଙ୍କୁ […] The post ଫଡନଭିସ ସରକାରରେ ନୂଆ ବିବାଦ: ଶିବସେନା ମନ୍ତ୍ରୀମାନେ କ୍ଷୁବ୍ଧ appeared first on Dharitri Odia News.

ଫଡନଭିସ ସରକାରରେ ନୂଆ ବିବାଦ: ଶିବସେନା ମନ୍ତ୍ରୀମାନେ କ୍ଷୁବ୍ଧ

ପୁନେ,୨୪/୧୨:ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନଭିସ ସରକାରଙ୍କ ନୂଆ ମନ୍ତ୍ରୀଙ୍କୁ ସରକାରୀ ଘର ଆବଣ୍ଟନ କରାଯାଇଛି । ସେପଟେ ମନ୍ତ୍ରୀମାନଙ୍କୁ ଦିଆଯାଇଥିବା ସରକାରୀ ଗୃହକୁ ନେଇ ଆରମ୍ଭ ହୋଇଛି ବିବାଦ । ମିଳିଥିବା ସୂଚନା ଅନୁଯାୟୀ, ଶିବସେନାର କିଛି ମନ୍ତ୍ରୀଙ୍କୁ ସରକାରୀ ବଙ୍ଗଳା ପରିବର୍ତ୍ତେ ସରକାରୀ ଫ୍ଲାଟ୍ ଆବଣ୍ଟନ କରାଯାଇଛି। ଏହାକୁ ନେଇ ଶିନ୍ଦେ ଗୋଷ୍ଠୀର ଶିବସେନା ମନ୍ତ୍ରୀମାନେ କ୍ଷୁବ୍ଧ ହୋଇଛନ୍ତି।

 

ଭାଜପାର ଶୀର୍ଷ ମନ୍ତ୍ରୀଙ୍କୁ ସରକାରୀ ବଙ୍ଗଳା ଆବଣ୍ଟନ କରାଯାଇଥିବା ବେଳେ ଶିବସେନାର କିଛି କ୍ୟାବିନେଟ ମନ୍ତ୍ରୀଙ୍କୁ ଫ୍ଲାଟ୍ ଆବଣ୍ଟନ କରାଯାଇଛି। ଏହାକୁ ନେଇ ଶିବସେନା ମନ୍ତ୍ରୀମାନେ କ୍ଷୁବ୍ଧ ହୋଇଛନ୍ତି। ଉଭୟ ଦଳର ମନ୍ତ୍ରୀଙ୍କୁ ଦିଆଯାଇଥିବା ଫ୍ଲାଟ୍ ର ତାଲିକା ସାମ୍ନାକୁ ଆସିଛି। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହି ତାଲିକା ପ୍ରସ୍ତୁତ କରାଯାଇଛି।

The post ଫଡନଭିସ ସରକାରରେ ନୂଆ ବିବାଦ: ଶିବସେନା ମନ୍ତ୍ରୀମାନେ କ୍ଷୁବ୍ଧ appeared first on Dharitri Odia News.