ଫିଫା କ୍ଲବ ଓ୍ବାଲର୍‌ଡକପ୍‌ ଫାଇନାଲରେ ଯୋଗଦେବେ ରାଷ୍ଟ୍ରପତି ଟ୍ରମ୍ପ

ଓ୍ବାଶିଂଟନ,୧୩।୭: ପ୍ରିମିୟର ଲିଗ୍‌ କ୍ଲବ ଚେଲସି ଓ ଫ୍ରେଞ୍ଚ କ୍ଲବ ପିଏସ୍‌ଜି ମଧ୍ୟରେ ରବିବାର ଖେଳାଯିବାକୁଥିବା ଫିଫା କ୍ଲବ ଓ୍ବାଲର୍‌ଡକପ୍‌ ଫାଇନାଲ ମ୍ୟାଚ୍‌ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଟମ୍ପ୍ର ଏବଂ ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ନ୍ୟୁ ଜର୍ସିର ବେଡମିନଷ୍ଟରସ୍ଥିତ ଗଲ୍ଫ କ୍ଲବରୁ ୬୪ କିମି ଯାତ୍ରା କରି ଇଷ୍ଟ ରଦରଫୋର୍ଡସ୍ଥିତ ମେଟଲାଇଫ୍‌ ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍‌ ଦେଖିବେ। ଗତ ଥର ଇଷ୍ଟ ରଦରଫୋର୍ଡ ଗସ୍ତ ବେଳେ ଟ୍ରମ୍ପଙ୍କ ଉପରେ ମରଣାତ୍ମକ […] The post ଫିଫା କ୍ଲବ ଓ୍ବାଲର୍‌ଡକପ୍‌ ଫାଇନାଲରେ ଯୋଗଦେବେ ରାଷ୍ଟ୍ରପତି ଟ୍ରମ୍ପ appeared first on Dharitri Odia News.

ଫିଫା କ୍ଲବ ଓ୍ବାଲର୍‌ଡକପ୍‌ ଫାଇନାଲରେ ଯୋଗଦେବେ ରାଷ୍ଟ୍ରପତି ଟ୍ରମ୍ପ

ଓ୍ବାଶିଂଟନ,୧୩।୭: ପ୍ରିମିୟର ଲିଗ୍‌ କ୍ଲବ ଚେଲସି ଓ ଫ୍ରେଞ୍ଚ କ୍ଲବ ପିଏସ୍‌ଜି ମଧ୍ୟରେ ରବିବାର ଖେଳାଯିବାକୁଥିବା ଫିଫା କ୍ଲବ ଓ୍ବାଲର୍‌ଡକପ୍‌ ଫାଇନାଲ ମ୍ୟାଚ୍‌ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଟମ୍ପ୍ର ଏବଂ ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ନ୍ୟୁ ଜର୍ସିର ବେଡମିନଷ୍ଟରସ୍ଥିତ ଗଲ୍ଫ କ୍ଲବରୁ ୬୪ କିମି ଯାତ୍ରା କରି ଇଷ୍ଟ ରଦରଫୋର୍ଡସ୍ଥିତ ମେଟଲାଇଫ୍‌ ଷ୍ଟାଡିୟମରେ ଫାଇନାଲ ମ୍ୟାଚ୍‌ ଦେଖିବେ। ଗତ ଥର ଇଷ୍ଟ ରଦରଫୋର୍ଡ ଗସ୍ତ ବେଳେ ଟ୍ରମ୍ପଙ୍କ ଉପରେ ମରଣାତ୍ମକ ଆକ୍ରମଣ ହୋଇଥିଲା। ଏହି ଘଟଣାକୁ ରବିବାର ବର୍ଷେ ପୂରିଛି।

The post ଫିଫା କ୍ଲବ ଓ୍ବାଲର୍‌ଡକପ୍‌ ଫାଇନାଲରେ ଯୋଗଦେବେ ରାଷ୍ଟ୍ରପତି ଟ୍ରମ୍ପ appeared first on Dharitri Odia News.