ଫୁଟବଲ ପ୍ଲେୟରଙ୍କୁ ଡେଟ୍ କରୁଛନ୍ତି ଉର୍ବଶୀ, ଜାଣନ୍ତୁ କିଏ ଏହି ଫୁଟବଲର…
ନୂଆଦିଲ୍ଲୀ ୧୫।୦୪: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା । ଅନେକ ସମୟରେ ରହିଥାନ୍ତି ଖୁବ୍ ଚର୍ଚ୍ଚାରେ । ଉର୍ବଶୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ଅନେକ ସମୟରେ ଋଷଭ ପନ୍ତଙ୍କ ନାଁ ଉର୍ବଶୀଙ୍କ ସହ ଯୋଡା ଯାଉଥିଲା । କିନ୍ତୁ ବର୍ତ୍ତମାନ ଉର୍ବଶୀଙ୍କ ନାଁ ଜଣେ ଫୁଟବଲର୍ ସହ ଯୋଡା ଯାଉଛି।ସେହି ଫୁଟବଲର ହେଉଛନ୍ତି କରିମ୍ ବେଞ୍ଜେମା । ନିକଟରେ ଉର୍ବସୀ କରିମ୍ ବେଞ୍ଜେମାଙ୍କୁ ଭେଟିଥିଲେ । ସେ ଏହି ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଫଟୋ ସେୟାର କରି ଉର୍ବଶୀ କ୍ୟାପସନରେ ଏକ ହାର୍ଟ ଇମୋଜି ମଧ୍ୟ ସେୟାର କରିଛନ୍ତି।ଉର୍ବଶୀଙ୍କ ଏହି ଫଟୋ ଦେଖି ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି। ସେ କରିମଙ୍କୁ ଡେଟ କରୁଛନ୍ତି ବୋଲି ଏକ ଗୁଜବ ମଧ୍ୟ ଚାଲିଛି । ତେବେ ଏ ସମ୍ପର୍କରେ ତାଙ୍କଠାରୁ କୌଣସି ପ୍ରତିକ୍ରିୟା ଆସିନାହିଁ । ଉର୍ବଶୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ । ଇନଷ୍ଟାଗ୍ରାମରେ ୭୦ ମିଲିୟନରୁ ଅଧିକ ଲୋକ ତାଙ୍କୁ ଫଲ୍ଲୋ କରନ୍ତି। ସେ ୭୪ ଜଣଙ୍କୁ ମଧ୍ୟ ଫଲ୍ଲୋ କରନ୍ତି। ଏଥିରେ ଥିବା ଅଧିକାଂଶ ଲୋକ ବଲିଉଡ ଇଣ୍ଡଷ୍ଟ୍ରିର।ଉର୍ବଶୀଙ୍କ ପ୍ରେମ ଜୀବନକୁ ନେଇ ଅନେକ ପ୍ରକାରର ଖବର ଆସିଛି। ତାଙ୍କ ନାମ ଋଷଭ ପନ୍ତଙ୍କ ସହ ମଧ୍ୟ ଯୋଡ଼ାଯାଇ ବହୁତଥର ଚର୍ଚ୍ଚା ହୋଇଛି। ସେ ଋଷବଙ୍କ ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମରେ ମଧ୍ୟ ପହଞ୍ଚିଛନ୍ତି। କିନ୍ତୁ ଏହି ପ୍ରସଙ୍ଗରେ ପନ୍ତଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ନଥିଲା।
ନୂଆଦିଲ୍ଲୀ ୧୫।୦୪: ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା । ଅନେକ ସମୟରେ ରହିଥାନ୍ତି ଖୁବ୍ ଚର୍ଚ୍ଚାରେ । ଉର୍ବଶୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ଅନେକ ସମୟରେ ଋଷଭ ପନ୍ତଙ୍କ ନାଁ ଉର୍ବଶୀଙ୍କ ସହ ଯୋଡା ଯାଉଥିଲା । କିନ୍ତୁ ବର୍ତ୍ତମାନ ଉର୍ବଶୀଙ୍କ ନାଁ ଜଣେ ଫୁଟବଲର୍ ସହ ଯୋଡା ଯାଉଛି।

ସେହି ଫୁଟବଲର ହେଉଛନ୍ତି କରିମ୍ ବେଞ୍ଜେମା । ନିକଟରେ ଉର୍ବସୀ କରିମ୍ ବେଞ୍ଜେମାଙ୍କୁ ଭେଟିଥିଲେ । ସେ ଏହି ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଫଟୋ ସେୟାର କରି ଉର୍ବଶୀ କ୍ୟାପସନରେ ଏକ ହାର୍ଟ ଇମୋଜି ମଧ୍ୟ ସେୟାର କରିଛନ୍ତି।

ଉର୍ବଶୀଙ୍କ ଏହି ଫଟୋ ଦେଖି ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି। ସେ କରିମଙ୍କୁ ଡେଟ କରୁଛନ୍ତି ବୋଲି ଏକ ଗୁଜବ ମଧ୍ୟ ଚାଲିଛି । ତେବେ ଏ ସମ୍ପର୍କରେ ତାଙ୍କଠାରୁ କୌଣସି ପ୍ରତିକ୍ରିୟା ଆସିନାହିଁ ।

ଉର୍ବଶୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ । ଇନଷ୍ଟାଗ୍ରାମରେ ୭୦ ମିଲିୟନରୁ ଅଧିକ ଲୋକ ତାଙ୍କୁ ଫଲ୍ଲୋ କରନ୍ତି। ସେ ୭୪ ଜଣଙ୍କୁ ମଧ୍ୟ ଫଲ୍ଲୋ କରନ୍ତି। ଏଥିରେ ଥିବା ଅଧିକାଂଶ ଲୋକ ବଲିଉଡ ଇଣ୍ଡଷ୍ଟ୍ରିର।

ଉର୍ବଶୀଙ୍କ ପ୍ରେମ ଜୀବନକୁ ନେଇ ଅନେକ ପ୍ରକାରର ଖବର ଆସିଛି। ତାଙ୍କ ନାମ ଋଷଭ ପନ୍ତଙ୍କ ସହ ମଧ୍ୟ ଯୋଡ଼ାଯାଇ ବହୁତଥର ଚର୍ଚ୍ଚା ହୋଇଛି। ସେ ଋଷବଙ୍କ ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମରେ ମଧ୍ୟ ପହଞ୍ଚିଛନ୍ତି। କିନ୍ତୁ ଏହି ପ୍ରସଙ୍ଗରେ ପନ୍ତଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ନଥିଲା।