ଫୁଟବଲ ମ୍ୟାଚ୍‌ ଚାଲିଥିବାବେଳେ ଡ୍ରୋନ ଆକ୍ରମଣ: ଚାଲିଗଲା ୧୦ ଜୀବନ

ନୂଆଦିଲ୍ଲୀ,୨୫।୭: କଲମ୍ବିଆର ବିଦ୍ରୋହୀ ଗୋଷ୍ଠୀ ବିପ୍ଳବୀ ସଶସ୍ତ୍ର ବାହିନୀ ଏକ ଫୁଟବଲ ପଡ଼ିଆ ଉପରେ ଆକ୍ରମଣ କରିଥିଲା। ଦକ୍ଷିଣ-ପଶ୍ଚିମ କଲମ୍ବିଆର ଏକ ଫୁଟବଲ ପଡିଆରେ ଡ୍ରୋନ ଆକ୍ରମଣରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ଅଛନ୍ତି। ଫୁଟବଲ ପଡ଼ିଆରେ ଏହି ଆକ୍ରମଣ କଲମ୍ବିଆର ବିଦ୍ରୋହୀ ଗୋଷ୍ଠୀ ବିପ୍ଳବୀ ସଶସ୍ତ୍ର ବାହିନୀ ଦ୍ୱାରା କରାଯାଇଥିଲା। ଆକ୍ରମଣ ସମୟରେ ପିଲାମାନେ ପଡିଆରେ ଖେଳୁଥିଲେ। ସ୍ଥାନୀୟ ସମୟ ରାତି ପ୍ରାୟ ୯ଟା ସମୟରେ […] The post ଫୁଟବଲ ମ୍ୟାଚ୍‌ ଚାଲିଥିବାବେଳେ ଡ୍ରୋନ ଆକ୍ରମଣ: ଚାଲିଗଲା ୧୦ ଜୀବନ appeared first on Dharitri Odia News.

ଫୁଟବଲ ମ୍ୟାଚ୍‌ ଚାଲିଥିବାବେଳେ ଡ୍ରୋନ ଆକ୍ରମଣ: ଚାଲିଗଲା ୧୦ ଜୀବନ

ନୂଆଦିଲ୍ଲୀ,୨୫।୭: କଲମ୍ବିଆର ବିଦ୍ରୋହୀ ଗୋଷ୍ଠୀ ବିପ୍ଳବୀ ସଶସ୍ତ୍ର ବାହିନୀ ଏକ ଫୁଟବଲ ପଡ଼ିଆ ଉପରେ ଆକ୍ରମଣ କରିଥିଲା। ଦକ୍ଷିଣ-ପଶ୍ଚିମ କଲମ୍ବିଆର ଏକ ଫୁଟବଲ ପଡିଆରେ ଡ୍ରୋନ ଆକ୍ରମଣରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ଅଛନ୍ତି।
ଫୁଟବଲ ପଡ଼ିଆରେ ଏହି ଆକ୍ରମଣ କଲମ୍ବିଆର ବିଦ୍ରୋହୀ ଗୋଷ୍ଠୀ ବିପ୍ଳବୀ ସଶସ୍ତ୍ର ବାହିନୀ ଦ୍ୱାରା କରାଯାଇଥିଲା। ଆକ୍ରମଣ ସମୟରେ ପିଲାମାନେ ପଡିଆରେ ଖେଳୁଥିଲେ। ସ୍ଥାନୀୟ ସମୟ ରାତି ପ୍ରାୟ ୯ଟା ସମୟରେ ଫୁଟବଲ ପଡିଆ ଉପରେ ଆକ୍ରମଣ କରାଯାଇଥିଲା।

The post ଫୁଟବଲ ମ୍ୟାଚ୍‌ ଚାଲିଥିବାବେଳେ ଡ୍ରୋନ ଆକ୍ରମଣ: ଚାଲିଗଲା ୧୦ ଜୀବନ appeared first on Dharitri Odia News.