ଫୁଫଗାଁ ପାହାଡେଶ୍ୱର ଶୈବପୀଠ ରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ।
କଳାହାଣ୍ଡି:୧୪/୧୦ କୋକସରା ବ୍ଲକ ଫୁଫଗାଁ ପାହାଡେଶ୍ୱର ମନ୍ଦିର କମିଟି ପକ୍ଷରୁ ମନ୍ଦିର ପରିସରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମନ୍ଦିର କମିଟି ର ସଭାପତି ଜୟରାମ ପୁଝାରି ଙ୍କ ନେତୃତ୍ୱରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସରପଞ୍ଚ ଫୁଫଗାଁ ପଞ୍ଚାୟତ ଗଜାନନ ପୁଝାରି,ସମ୍ପାଦକ ପ୍ରଦୀପ ପଟେଲ, କୋଷାଧ୍ୟକ୍ଷ ପ୍ରଭୁଲାଲ ପଟେଲ,କୁମୁଦ ଚନ୍ଦ୍ର ପଟେଲ, ରାଧାକାନ୍ତ ପଟେଲ, ପ୍ରଦୀପ ନାଏକ, ଜଳଧର ପଟେଲ, ଭୁବନେ ପଟେଲ, ଶତ୍ରୁଘନ ପୁଝାରି, ପ୍ରେମଲାଲ ପଟେଲ, ସୋମବାରୁ ମାଝୀ ଓ […] The post ଫୁଫଗାଁ ପାହାଡେଶ୍ୱର ଶୈବପୀଠ ରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ । appeared first on Odisha.News.

କଳାହାଣ୍ଡି:୧୪/୧୦
କୋକସରା ବ୍ଲକ ଫୁଫଗାଁ ପାହାଡେଶ୍ୱର ମନ୍ଦିର କମିଟି ପକ୍ଷରୁ ମନ୍ଦିର ପରିସରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମନ୍ଦିର କମିଟି ର ସଭାପତି ଜୟରାମ ପୁଝାରି ଙ୍କ ନେତୃତ୍ୱରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ସରପଞ୍ଚ ଫୁଫଗାଁ ପଞ୍ଚାୟତ ଗଜାନନ ପୁଝାରି,ସମ୍ପାଦକ ପ୍ରଦୀପ ପଟେଲ, କୋଷାଧ୍ୟକ୍ଷ ପ୍ରଭୁଲାଲ ପଟେଲ,କୁମୁଦ ଚନ୍ଦ୍ର ପଟେଲ, ରାଧାକାନ୍ତ ପଟେଲ, ପ୍ରଦୀପ ନାଏକ, ଜଳଧର ପଟେଲ, ଭୁବନେ ପଟେଲ, ଶତ୍ରୁଘନ ପୁଝାରି, ପ୍ରେମଲାଲ ପଟେଲ, ସୋମବାରୁ ମାଝୀ ଓ ଗ୍ରାମବାସୀ ଙ୍କ ମିଳିତ ଉଦ୍ୟମରେ ଯୋଗଦେଇ ମନ୍ଦିର ପରିସରରେ ରହିଥିବା ଅଳିଆ ଆବର୍ଜନା ସଫା ସୁତୁରା କରିଥିଲେ।
The post ଫୁଫଗାଁ ପାହାଡେଶ୍ୱର ଶୈବପୀଠ ରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ । appeared first on Odisha.News.