ଫୁଲବାଣୀ ନଗର ବିଜେପିର ସଦସ୍ୟତା କର୍ମଶାଳା

ଫୁଲବାଣୀ: ଫୁଲବାଣୀ ନଗର ବିଜେପି ତରଫରୁ ସଦସ୍ୟତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଜଗନ୍ନାଥ ସାହୁଙ୍କ ତତ୍ୱାବଧାନରେ ଏହି ସଦସ୍ୟତା କର୍ମଶାଳା ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଭାରୀ ଭାବେ ଜିଲ୍ଲା ବିଜେପି ସମ୍ପାଦକ ମନୋଜ କୁମାର ପଣ୍ଡା ଯୋଗଦେଇ ଭାରତୀୟ ଜନତାପାର୍ଟିର ଆଗାମୀ ଦିନରେ କିଭଳି ଅଧିକରୁ ଅଧିକ ସଦସ୍ୟ ସଂଖ୍ୟା ବୃଦ୍ଧି କରି ଦଳକୁ ମଜବୁତ କରାଯିବ ସେନେଇ ଗୁରୁତ୍ୱାରୋପ କରିଥିଲେ।