ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା ବିଜେପି ରାଜ୍ୟ ସଭାପତିଙ୍କ ନାଁ ଘୋଷଣା : ସୁକାନ୍ତ ପାଣିଗ୍ରାହୀ

ଭୁବନେଶ୍ବର ୩୦।୧: ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା ବିଜେପି ରାଜ୍ୟ ସଭାପତିଙ୍କ ନାଁ ଘୋଷଣା ହେବ । ଖୁବ୍‌ଶୀଘ୍ର ରାଜ୍ୟର ନିର୍ବାଚନ ପ୍ରକ୍ରିୟା ସରିବା ବୋଲି କନ୍ଧମାଳ ସାଂସଦ ତଥା ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ସୁକାନ୍ତ ପାଣିଗ୍ରାହୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ପୁଣି ଓଡ଼ିଶା ଆସିବେ ରାଜ୍ୟ ନିର୍ବାଚନ ଅଧିକାରୀ ସଞ୍ଜୟ ଜୈଶ୍ବାଲ । ରାଜ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶା ଆସି ଆଲୋଚନା କରି ଯାଇଛନ୍ତି । ପୁଣି ଓଡ଼ିଶା ଆସିବେ । ଖୁବ୍‌ ଶୀଘ୍ର ବାକି ୧୪ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା ହେବା ସହିତ ରାଜ୍ୟ ସଭାପତିଙ୍କ ନାଁ ମଧ୍ୟ ଘୋଷଣା ହେବବୋଲି ସୁକାନ୍ତ ପାଣିଗ୍ରାହୀ କହିଛନ୍ତି ।You Can Read:ଆସିଲା ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ମାର୍ଗଦର୍ଶିକା, ୫ ବର୍ଷିଆ ଯୋଜନା ତାଲିକା ପ୍ରସ୍ତୁତ କରି ପଠାଇବାକୁ ନିର୍ଦ୍ଦେଶ

ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା ବିଜେପି ରାଜ୍ୟ ସଭାପତିଙ୍କ ନାଁ ଘୋଷଣା : ସୁକାନ୍ତ ପାଣିଗ୍ରାହୀ

ଭୁବନେଶ୍ବର ୩୦୧: ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା ବିଜେପି ରାଜ୍ୟ ସଭାପତିଙ୍କ ନାଁ ଘୋଷଣା ହେବ । ଖୁବ୍‌ଶୀଘ୍ର ରାଜ୍ୟର ନିର୍ବାଚନ ପ୍ରକ୍ରିୟା ସରିବା ବୋଲି କନ୍ଧମାଳ ସାଂସଦ ତଥା ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ସୁକାନ୍ତ ପାଣିଗ୍ରାହୀ କହିଛନ୍ତି । 

ସେ ଆହୁରି ମଧ୍ୟ କହିଛନ୍ତି, ପୁଣି ଓଡ଼ିଶା ଆସିବେ ରାଜ୍ୟ ନିର୍ବାଚନ ଅଧିକାରୀ ସଞ୍ଜୟ ଜୈଶ୍ବାଲ । ରାଜ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶା ଆସି ଆଲୋଚନା କରି ଯାଇଛନ୍ତି । ପୁଣି ଓଡ଼ିଶା ଆସିବେ । ଖୁବ୍‌ ଶୀଘ୍ର ବାକି ୧୪ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା ହେବା ସହିତ ରାଜ୍ୟ ସଭାପତିଙ୍କ ନାଁ ମଧ୍ୟ ଘୋଷଣା ହେବବୋଲି ସୁକାନ୍ତ ପାଣିଗ୍ରାହୀ କହିଛନ୍ତି ।

You Can Read:

ଆସିଲା ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ମାର୍ଗଦର୍ଶିକା, ୫ ବର୍ଷିଆ ଯୋଜନା ତାଲିକା ପ୍ରସ୍ତୁତ କରି ପଠାଇବାକୁ ନିର୍ଦ୍ଦେଶ