ଯୋଡା ଉଲିବୁରୁ ଖଣି ଦୁର୍ନୀତି ମାମଲା, ଇଡିରେ ହାଜର ହେଲେ ଦୀପକ ଗୁପ୍ତାଙ୍କ ପତ୍ନୀ

ଭୁବନେଶ୍ବର ୧୪।୦୩ : ଯୋଡା ଉଲିବୁରୁ ଖଣି ଦୁର୍ନୀତି ମାମଲା । ଇଡିରେ ହାଜର ହେଲେ ଦୀପକ ଗୁପ୍ତାଙ୍କ ପତ୍ନୀ । ପୂର୍ବରୁ ଦୀପକ ଗୁପ୍ତାଙ୍କୁ ଜେରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଖବର ଅନୁଯାୟୀ, ଯୋଡା ଉଲିବୁରୁ ଖଣି ଦୁର୍ନୀତି ମାମଲା ।୧୮୦୦ କୋଟି ଖଣି ଦୁର୍ନୀତି ମାମଲାରେ   ଦୀପକଙ୍କୁ ହୋଇଥିଲା ମାରାଥନ ଜେରା । ଆଉ ଏବେ ଦୀପକଙ୍କୁ ପତ୍ନୀଙ୍କୁ ହାଜର ହେବା ପାଇଁ ନୋଟିସ କରିଥିଲା ଇଡି । ନୋଟିସ ଆଧାରରେ ଇଡିରେ ହାଜର ହୋଇଛନ୍ତି ଦୀପକ ଗୁପ୍ତାଙ୍କ ପତ୍ନୀ । ଖଣି ଦୁର୍ନୀତି ମାମଲାରେ ଦୀପକଙ୍କ ପତ୍ନୀକୁ ଜେରା ଆରମ୍ଭ କରିଛି ଇଡି । ପୂର୍ବରୁ ଦୀପକ ଗୁପ୍ତାଙ୍କ ବିଭିନ୍ନ ଠିକଣାରେ ରେଡ କରିଥିଲା ଇଡି । 

ଯୋଡା ଉଲିବୁରୁ ଖଣି ଦୁର୍ନୀତି ମାମଲା, ଇଡିରେ ହାଜର ହେଲେ ଦୀପକ ଗୁପ୍ତାଙ୍କ ପତ୍ନୀ

ଭୁବନେଶ୍ବର ୧୪।୦୩ : ଯୋଡା ଉଲିବୁରୁ ଖଣି ଦୁର୍ନୀତି ମାମଲା । ଇଡିରେ ହାଜର ହେଲେ ଦୀପକ ଗୁପ୍ତାଙ୍କ ପତ୍ନୀ । ପୂର୍ବରୁ ଦୀପକ ଗୁପ୍ତାଙ୍କୁ ଜେରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । 

ଖବର ଅନୁଯାୟୀ, ଯୋଡା ଉଲିବୁରୁ ଖଣି ଦୁର୍ନୀତି ମାମଲା ।୧୮୦୦ କୋଟି ଖଣି ଦୁର୍ନୀତି ମାମଲାରେ   ଦୀପକଙ୍କୁ ହୋଇଥିଲା ମାରାଥନ ଜେରା । ଆଉ ଏବେ ଦୀପକଙ୍କୁ ପତ୍ନୀଙ୍କୁ ହାଜର ହେବା ପାଇଁ ନୋଟିସ କରିଥିଲା ଇଡି । ନୋଟିସ ଆଧାରରେ ଇଡିରେ ହାଜର ହୋଇଛନ୍ତି ଦୀପକ ଗୁପ୍ତାଙ୍କ ପତ୍ନୀ । ଖଣି ଦୁର୍ନୀତି ମାମଲାରେ ଦୀପକଙ୍କ ପତ୍ନୀକୁ ଜେରା ଆରମ୍ଭ କରିଛି ଇଡି । ପୂର୍ବରୁ ଦୀପକ ଗୁପ୍ତାଙ୍କ ବିଭିନ୍ନ ଠିକଣାରେ ରେଡ କରିଥିଲା ଇଡି ।