ଫେରିଲାଣି ୯୭.୩୮ ପ୍ରତିଶତ ଦୁଇ ହଜାର ଟଙ୍କିଆ ନୋଟ୍, ସୂଚନା ଦେଲା ଆରବିଆଇ

ନୂଆଦିଲ୍ଲୀ,୧ା୧(ପି.ଟି): ୨୦୨୩ ମେ ମାସ ୨୦ ତାରିଖରେ ୨,୦୦୦ ଟଙ୍କା ନୋଟ ପ୍ରତ୍ୟାହାର ଲରିବାକୁ ଘୋଷଣା କରିଥିଲା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ। ଘୋସଣା ସମୟରେ ୨,୦୦୦ ବ୍ୟାଙ୍କ ନୋଟ୍ ମୋଟ ମୂଲ୍ୟ ୩.୫୬ ଲକ୍ଷ କୋଟି ଥିଲା, ଯାହା ଡିସେମ୍ବର ୨୯ ରେ ବ୍ୟବସାୟ ବନ୍ଦ ହେବା ବେଳକୁ ୯,୩୩୦ କୋଟି ଟଙ୍କାକୁ ଖସି ଆସିଥିଲା। ଏହିପରି ଭାବରେ, ୨୦୨୩ମସିହା ମେ ୧୯ ରେ ବର୍ଷ ଶେଷ ସୁଦ୍ଧା, ୨,୦୦୦ ଟଙ୍କା ନୋଟ୍ ମୋଟ ୯୭.୩୮% […] The post ଫେରିଲାଣି ୯୭.୩୮ ପ୍ରତିଶତ ଦୁଇ ହଜାର ଟଙ୍କିଆ ନୋଟ୍, ସୂଚନା ଦେଲା ଆରବିଆଇ appeared first on Dharitri Odia News.

ଫେରିଲାଣି ୯୭.୩୮ ପ୍ରତିଶତ ଦୁଇ ହଜାର ଟଙ୍କିଆ ନୋଟ୍, ସୂଚନା ଦେଲା ଆରବିଆଇ

ନୂଆଦିଲ୍ଲୀ,୧ା୧(ପି.ଟି): ୨୦୨୩ ମେ ମାସ ୨୦ ତାରିଖରେ ୨,୦୦୦ ଟଙ୍କା ନୋଟ ପ୍ରତ୍ୟାହାର ଲରିବାକୁ ଘୋଷଣା କରିଥିଲା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ। ଘୋସଣା ସମୟରେ ୨,୦୦୦ ବ୍ୟାଙ୍କ ନୋଟ୍ ମୋଟ ମୂଲ୍ୟ ୩.୫୬ ଲକ୍ଷ କୋଟି ଥିଲା, ଯାହା ଡିସେମ୍ବର ୨୯ ରେ ବ୍ୟବସାୟ ବନ୍ଦ ହେବା ବେଳକୁ ୯,୩୩୦ କୋଟି ଟଙ୍କାକୁ ଖସି ଆସିଥିଲା।

ଏହିପରି ଭାବରେ, ୨୦୨୩ମସିହା ମେ ୧୯ ରେ ବର୍ଷ ଶେଷ ସୁଦ୍ଧା, ୨,୦୦୦ ଟଙ୍କା ନୋଟ୍ ମୋଟ ୯୭.୩୮% ବ୍ୟାଙ୍କିଂ ସିଷ୍ଟମକୁ ଫେରି ଆସିଥିବା ଆରବିଆଇ ସୂଚନା ଦେଇଛି। ଏହା ସହିତ ଆରବିଆଇ କହିଛି ଯେ ୨,୦୦୦ ଟଙ୍କା ନୋଟ୍ ଆଇନଗତ ଟେଣ୍ଡର ରହିବ।

The post ଫେରିଲାଣି ୯୭.୩୮ ପ୍ରତିଶତ ଦୁଇ ହଜାର ଟଙ୍କିଆ ନୋଟ୍, ସୂଚନା ଦେଲା ଆରବିଆଇ appeared first on Dharitri Odia News.