ଫେରିଲେ ଆଇପିଏସ ୱାଇ.ବି ଖୁରାନିଆ, ହୋଇପାରନ୍ତି ପରବର୍ତ୍ତୀ ଡିଜିପି!
ଭୁବନେଶ୍ୱର,୨।୮: କେନ୍ଦ୍ରରୁ ଫେରିଲେ ଆଇପିଏସ ୱାଇ.ବି ଖୁରାନିଆ । ବିଏସଏଫ ସ୍ପେଶାଲ ଡିଜି ୱାଇ.ବି ଖୁରାନିଆ କେନ୍ଦ୍ରରୁ ଫେରଛନ୍ତି । ଏନେଇ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ଅନୁମୋଦନ କରିଛି । ଖୁରାନିଆଙ୍କ ପ୍ରତ୍ୟାବର୍ତ୍ତନ ପରେ ସେ ପରବର୍ତ୍ତୀ ପୋଲିସ ଡିଜି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ, ୧୯୯୦ ବ୍ୟାଚ୍ର ଓଡ଼ିଶା କ୍ୟାଡର ହେଉଛନ୍ତି IPS ୱାଇ.ବି ଖୁରାନିଆ। ସେ ପୂର୍ବରୁ ବିଏସଏଫର ସ୍ପେଶାଲ ଡିଜି ଥିଲେ। ପୂର୍ବରୁ ଭିଜିଲାନ୍ସ ନିର୍ଦ୍ଦେଶକ, ପୋଲିସ […] The post ଫେରିଲେ ଆଇପିଏସ ୱାଇ.ବି ଖୁରାନିଆ, ହୋଇପାରନ୍ତି ପରବର୍ତ୍ତୀ ଡିଜିପି! appeared first on Dharitri Odia News.
ଭୁବନେଶ୍ୱର,୨।୮: କେନ୍ଦ୍ରରୁ ଫେରିଲେ ଆଇପିଏସ ୱାଇ.ବି ଖୁରାନିଆ । ବିଏସଏଫ ସ୍ପେଶାଲ ଡିଜି ୱାଇ.ବି ଖୁରାନିଆ କେନ୍ଦ୍ରରୁ ଫେରଛନ୍ତି । ଏନେଇ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ଅନୁମୋଦନ କରିଛି । ଖୁରାନିଆଙ୍କ ପ୍ରତ୍ୟାବର୍ତ୍ତନ ପରେ ସେ ପରବର୍ତ୍ତୀ ପୋଲିସ ଡିଜି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ, ୧୯୯୦ ବ୍ୟାଚ୍ର ଓଡ଼ିଶା କ୍ୟାଡର ହେଉଛନ୍ତି IPS ୱାଇ.ବି ଖୁରାନିଆ। ସେ ପୂର୍ବରୁ ବିଏସଏଫର ସ୍ପେଶାଲ ଡିଜି ଥିଲେ। ପୂର୍ବରୁ ଭିଜିଲାନ୍ସ ନିର୍ଦ୍ଦେଶକ, ପୋଲିସ କମିସନର ମଧ୍ୟ ରହିଥିଲେ। କେନ୍ଦ୍ରୀୟ ଡେପୁଟେସନରୁ ସେ ଶୁକ୍ରବାର ଓଡ଼ିଶା ଫେରିଛନ୍ତି।
The post ଫେରିଲେ ଆଇପିଏସ ୱାଇ.ବି ଖୁରାନିଆ, ହୋଇପାରନ୍ତି ପରବର୍ତ୍ତୀ ଡିଜିପି! appeared first on Dharitri Odia News.