ଫୋନରେ କ୍ରିକେଟ ଦେଖିବାକୁ ଟ୍ରେନ ଦୁର୍ଘଟଣା-କେନ୍ଦ୍ର ମନ୍ତ୍ରୀ
ନୂଆଦିଲ୍ଲୀ: ଡ୍ରାଇଭର ଫୋନରେ କ୍ରିକେଟ ଦେଖିବାରୁ ଘଟିଥିଲା ଟ୍ରେନ ଦୁର୍ଘଟଣା ଘଟିଥିଲା ବୋଲି ଜାତୀୟ ଗଣମାଧ୍ୟକୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ୨୦୨୩ ଅକ୍ଟୋବର ୨୯ରେ ଆନ୍ଧ୍ର ପ୍ରଦେଶରେ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ୧୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ରୁ ଉର୍ଦ୍ଧ୍ବ ଆହତ ହୋଇଥିଲେ। ଆଜି ରେଲୱେର ନୂଆ ନିରାପତ୍ତା ବ୍ୟବସ୍ଥାର ସୂଚନା ଦେଲାବେଳେ ଆନ୍ଧ୍ର ପ୍ରଦେଶ ରେଳ ଦୁର୍ଘଟଣା ଡ୍ରାଇଭର ଫୋନରେ କ୍ରିକେଟ ଦେଖିବା ଯୋଗୁଁ ହୋଇଥିଲା ବୋଲି […]

ନୂଆଦିଲ୍ଲୀ: ଡ୍ରାଇଭର ଫୋନରେ କ୍ରିକେଟ ଦେଖିବାରୁ ଘଟିଥିଲା ଟ୍ରେନ ଦୁର୍ଘଟଣା ଘଟିଥିଲା ବୋଲି ଜାତୀୟ ଗଣମାଧ୍ୟକୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ୨୦୨୩ ଅକ୍ଟୋବର ୨୯ରେ ଆନ୍ଧ୍ର ପ୍ରଦେଶରେ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ୧୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ରୁ ଉର୍ଦ୍ଧ୍ବ ଆହତ ହୋଇଥିଲେ। ଆଜି ରେଲୱେର ନୂଆ ନିରାପତ୍ତା ବ୍ୟବସ୍ଥାର ସୂଚନା ଦେଲାବେଳେ ଆନ୍ଧ୍ର ପ୍ରଦେଶ ରେଳ ଦୁର୍ଘଟଣା ଡ୍ରାଇଭର ଫୋନରେ କ୍ରିକେଟ ଦେଖିବା ଯୋଗୁଁ ହୋଇଥିଲା ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ ପ୍ରକାଶ କରିଥିଲେ।