ଫୋନ୍ ଆସିଲା, ତାପସ ଆଉ ନାହିଁ
#ଫୋନ୍_ଆସିଲା, #ତାପସ_ଆଉ_ନାହିଁ ସେ ବହୁତ ଭଲ ଛାତ୍ର ଥିଲେ। ଭଲ ପାଠ ପଢ଼ୁଥିଲେ। କ’ଣ ହେଲା କେଜାଣି। କେମିତି ମୃତ୍ୟୁ ହେଲା କିଛି ଜଣାପଡୁନି। ଆମକୁ ଫୋନ୍ ଆସିଲା ସିଏ ଆଉ ନାହିଁ ବୋଲି କହିଲେ। ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଛାତ୍ର ତାପସ ରଞ୍ଜନ ନାୟକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଏଭଳି କିଛି ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ମାଇଁ।