ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ରାମ ମନ୍ଦିରର ପ୍ରତିକୃତି ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦି
ଜୟପୁର,୨୫।୧: ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଗୁରୁବାର ଜୟପୁରରେ ପହଞ୍ଚିଛନ୍ତି। ଏହି ସମୟରେ ସେ ଜୟପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ରୋଡ ଶୋ କରିଛନ୍ତି। ଏଥିସହ ଉଭୟ ନେତା ଜୟପୁରରେ ମହାରାଜା ସାୱାଇ ଜୟ ସିଂଙ୍କ ଦ୍ୱାରା ପ୍ରତିଷ୍ଠିତ ପ୍ରସିଦ୍ଧ ସୌର ପର୍ଯ୍ୟବେକ୍ଷକ ଜନ୍ତର ମନ୍ତର ପରିଦର୍ଶନ ମଧ୍ୟ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନଙ୍କୁ ରାମ ମନ୍ଦିରର ଏକ ପ୍ରତିକୃତି ବା ମଡେଲ ଉପହାର ଦେଇଛନ୍ତି। ସୂଚନାଯୋଗ୍ୟ, ଗଣତନ୍ତ୍ର ପରେଡରେ ମୁଖ୍ୟ […] The post ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ରାମ ମନ୍ଦିରର ପ୍ରତିକୃତି ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.
ଜୟପୁର,୨୫।୧: ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଗୁରୁବାର ଜୟପୁରରେ ପହଞ୍ଚିଛନ୍ତି। ଏହି ସମୟରେ ସେ ଜୟପୁରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ରୋଡ ଶୋ କରିଛନ୍ତି। ଏଥିସହ ଉଭୟ ନେତା ଜୟପୁରରେ ମହାରାଜା ସାୱାଇ ଜୟ ସିଂଙ୍କ ଦ୍ୱାରା ପ୍ରତିଷ୍ଠିତ ପ୍ରସିଦ୍ଧ ସୌର ପର୍ଯ୍ୟବେକ୍ଷକ ଜନ୍ତର ମନ୍ତର ପରିଦର୍ଶନ ମଧ୍ୟ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନଙ୍କୁ ରାମ ମନ୍ଦିରର ଏକ ପ୍ରତିକୃତି ବା ମଡେଲ ଉପହାର ଦେଇଛନ୍ତି। ସୂଚନାଯୋଗ୍ୟ, ଗଣତନ୍ତ୍ର ପରେଡରେ ମୁଖ୍ୟ ଅତିଥି ଭାବରେ ସାମିଲ ହେବା ପାଇଁ ଇମାନୁଏଲ ମାକ୍ରୋନ ଭାରତରେ ପହଞ୍ଚିଛନ୍ତି।
The post ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ରାମ ମନ୍ଦିରର ପ୍ରତିକୃତି ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦି appeared first on Dharitri Odia News.