ଫ୍ଲପ୍କୁ ଏଞ୍ଜୟ କରେ ବଲିଉଡ
ବଲିଉଡ୍ର ସୁପରଷ୍ଟାରଙ୍କ ଭିତରେ ଅକ୍ଷୟ କୁମାରଙ୍କ ନାଁ ଖୁବ ଆଗରେ । ଆକସନ୍ ଷ୍ଟାର ଭାବେ ତାଙ୍କ ଫ୍ୟାନ୍ ଫଲୋଇଂ ଖୁବ ଅଧିକ । ତାଙ୍କୁ ଅନେକ ଆକସନ୍ ଫିଲ୍ମରେ ଦେଖିବାକୁ ମିଳିଥାଏ । ଅକ୍ଷୟ କୁମାର ଏଭଳି ଏକ ଷ୍ଟାର ଯାହାଙ୍କର ବର୍ଷକୁ ୨ ରୁ ତିନୋଟି ଫିଲ୍ମ ରିଲିଜ୍ ହୋଇଥାଏ । ତେବେ ନିକଟରେ ଅକ୍ଷୟ ଦେଇଥିବା ଷ୍ଟେଟମେଣ୍ଟ୍ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଅକ୍ଷୟଙ୍କ ଫିଲ୍ମ ଫ୍ଲପ୍ ହେଲେ ବିଟାଉନ୍ କଳାକାରମାନେ […]

ବଲିଉଡ୍ର ସୁପରଷ୍ଟାରଙ୍କ ଭିତରେ ଅକ୍ଷୟ କୁମାରଙ୍କ ନାଁ ଖୁବ ଆଗରେ । ଆକସନ୍ ଷ୍ଟାର ଭାବେ ତାଙ୍କ ଫ୍ୟାନ୍ ଫଲୋଇଂ ଖୁବ ଅଧିକ । ତାଙ୍କୁ ଅନେକ ଆକସନ୍ ଫିଲ୍ମରେ ଦେଖିବାକୁ ମିଳିଥାଏ । ଅକ୍ଷୟ କୁମାର ଏଭଳି ଏକ ଷ୍ଟାର ଯାହାଙ୍କର ବର୍ଷକୁ ୨ ରୁ ତିନୋଟି ଫିଲ୍ମ ରିଲିଜ୍ ହୋଇଥାଏ । ତେବେ ନିକଟରେ ଅକ୍ଷୟ ଦେଇଥିବା ଷ୍ଟେଟମେଣ୍ଟ୍ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଅକ୍ଷୟଙ୍କ ଫିଲ୍ମ ଫ୍ଲପ୍ ହେଲେ ବିଟାଉନ୍ କଳାକାରମାନେ ଏଞ୍ଜୟ କରିଥାଆନ୍ତି ବୋଲି ଅକ୍ଷୟ ମତ ଦେଇଛନ୍ତି । ଏକ ସାକ୍ଷାତକାରରେ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି, ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । କେତେବେଳେ ଯଦି ତାଙ୍କ ଫିଲ୍ମକୁ ଦର୍ଶକମାନେ ରିଜେକଫ କରନ୍ତି ତେବେ ବଲିଉଡ୍ର ଅନେକ ଲୋକ ଏହାକୁ ଏଞ୍ଜୟ କରନ୍ତି । ଯାହା ତାଙ୍କୁ ବେଳେବେଳେ ଦୁଃଖ ଦେଇଥାଏ ।