ଫ୍ଲାଇଓଭରରୁ ଡେଇଁଲେ ଯୁବତୀ
ଭୁବନେଶ୍ବର: ଫ୍ଲାଇ ଓଭରରୁ ତଳକୁ ଡେଇଁ ଜଣେ ଯୁବତୀ ଗୁରୁତର ହୋଇଥିବା ସୂଚନା ମିଳିଛି। ଯୁବତୀ ଜଣକ ବାଣୀବିହାର ଛକ ଫ୍ଲାଇ ଓଭରବ୍ରିଜ ପାଖରେ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ତାଙ୍କୁ ପୁଲିସ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ଗୁରୁତର ଭାବେ ଉଦ୍ଧାର ଯୁବତୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଫ୍ଲାଇଓଭର ଉପରୁ ଯୁବତୀଙ୍କ ସ୍କୁଟିକୁ କମିଶନରେଟ ପୁଲିସ ଜବତ କରିଛି।