ଫ୍ଲାଏ ଓଭର ବ୍ରିଜ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା..ବାଇକକୁ ଧକା ଦେଲା ଅଜଣା ଗାଡି..ଯୁବକ ମୃତ
ଜଟଣୀ ସୀତାରାମ ଛକ ଫ୍ଲାଏ ଓଭର ବ୍ରିଜ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ଜଣେ ଯୁବକ ମୃତ। ୟାମା R15 କୁ ଧକା ଦେଇଛି ଅଜଣା ଗାଡି। ମୃତ ଯୁବକଙ୍କ ପରିଚୟ ମିଳିପାରିନି। ଜଟଣୀ ପୋ...