ବଜାରକୁ ପ୍ରବେଶ କଲା ଟିଭିଏସ ଜୁପିଟର ୧୧୦: ଏସଆର ମଲରେ ହେଲା ଉଦଘାଟନ

କନକ ବ୍ୟୁରୋ: ସ୍ଥାନୀୟ ଏସଆର ମଲରେ ଟିଭିଏସ କମ୍ପାନୀର ନୂଆ ଉତ୍ପାଦ ଜୁପିଟର୍ ୧୧୦କୁ ବଜାର ପ୍ରବେଶ କରାଯାଇଛି। ଏହି କାର୍ୟ୍ୟକ୍ରମରେ ଟିଭିଏସ୍ କମ୍ପାନୀ ସୋ ରୁମ୍ ମାଲିକ ଆଶିଷ ଅଗ୍ରୱାଲ ଏବଂ ରଜନିଶ ଅଗ୍ରୱାଲଙ୍କ ସହ ଏସ ଆରମାଲର ମାଲିକ ସୁଭାଷ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସ୍କୁଟର ରେ ଅତ୍ୟାଧୁନିକ ଜ୍ଞାନ କୌଶଳ ରେ ବିକଶିତ ଡିଜାଇନ୍ ଯୋଗୁଁ ଏହା ଦମଦାର ମାଇଲେଜ୍ ଦେଇଥାଏ। କମ୍ପାନୀର ବରିଷ୍ଠ ଉପସଭାପତି ତଥା କମ୍ପ୍ୟୁଟର ବିଜନେସ ଏବଂ କର୍ପୋରେଟ ବ୍ରାଣ୍ଡ ଏନ୍ ମିଡିଆ ମୁଖ୍ୟ ଅନିରୁଧ ହଲ୍ଡ଼ାର କହିଛନ୍ତି ଗତବ୍ଦଶନ୍ଧିରେ ଟି ଭି ଏସ ସ୍କୁଟର ପୋର୍ଟଫୋଲିଓରେ ଅଗ୍ରୀମ ସ୍ଥାନ ଅଧିକାର କରିଛି। ଏଥିରେ ରହିଛି ୧୧୩.୩ ସି ସି ସିଙ୍ଗଲ ସିଲିଣ୍ଡର୍ । ୪ ଷ୍ଟ୍ରୋକ ଏଞ୍ଜିନ। ସେହି ପରି ଡିଜିଟାଲ ବ୍ଲ ତୁଥ ସିଷ୍ଟମ୍, କଲ୍ ଏବଂ ଏସ ଏମ ଏସ ସୁବିଧା, ନେଭିଗେଶନ, ଫାଇଣ୍ଡ ମଇ ଭେଇକଲ ଓ ୟୁ ଏସ ବି ଚାର୍ଜର ଆଦି ଆଧୁନିକ ସୁବିଧା ସବୁ ରହିଛି।