ବଜେଟ ଅଧିବେଶନର ତୃତୀୟ ଦିନ: ଆରମ୍ଭରୁ ଚାଲିପାରିିଲାନି ଗୃହ, ଦିନ ୧୨ଟା ଯାଏ ଗୃହ ମୁଲତବି
ଭୁବନେଶ୍ବର: ବଜେଟ ଅଧିବେଶନର ଆଜି ତୃତୀୟ ଦିନ। ବିରୋଧୀଙ୍କ ହଙ୍ଗମାରୁ ଆରମ୍ଭରୁ ଚାଲିପାରିିଲାନି ଗୃହ। ଆଇନ ଶୃଙ୍ଖଳା ଓ ଧାନର କଟନୀ ଛଟନୀ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛନ୍ତି ଉଭୟ କଂଗ୍ରେସ ଓ ବିଜଡ଼ି। ଗୃହର ମଧ୍ଯ ଭାଗରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ପରେ ଦିନ ୧୨ଟା ଯାଏ ଗୃହକୁ ମୁଲତବି ରଖିଛନ୍ତି ବାଚସ୍ପତି ସୁରମା ପାଢୀ ।