ବଜେଟକୁ ନେଇ ଛାତ୍ରଛାତ୍ରୀ କଣ ଆଶା କରିଛନ୍ତି ?
ମୋଦି ସରକାରର ଦ୍ୱିତୀୟ ପାଳିରେ ଏହା ହେଉଛି ଶେଷ ବଜେଟ।
ସଂସଦରେ ଆଜି ଉପସ୍ଥାପନ ହୋଇଛି କାମଚଳା ବଜେଟ। ମୋଦି ସରକାରର ଦ୍ୱିତୀୟ ପାଳିରେ ଏହା ହେଉଛି ଶେଷ ବଜେଟ। ଏନେଇ ଶୁଣନ୍ତୁ କଣ ସବୁ ଆଶା ରଖିଛନ୍ତି ଛାତ୍ରଛାତ୍ରୀ ମାନେ।