ବଜେଟ୍ ଅଧିବେଶନରୁ ବିରୋଧି କଂଗ୍ରେସର କକ୍ଷତ୍ୟାଗ
ରାଜ୍ୟପାଳ ରଘୁବର ଦାସଙ୍କ ବିଧାନସଭାରେ ପ୍ରଥମ ଅଭିଭାଷଣ । ଏକ ଘଣ୍ଟା ୫୫ ମିନିଟର ଅଭିଭାଷଣରେ ସରକାରଙ୍କ ଲୋକାଭିମୁଖୀ ଯୋଜନାର ସଫଳତାକୁ ବଖାଣିଲେ। ଭୁରି ଭୁରି ପ୍ରଶଂସା ବି କଲେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଠାରୁ ଆରମ୍ଭ କରି ନୂଆ ଓ’ କାର୍ଯ୍ୟକ୍ରମ ଯାଏଁ ସବୁଥିରେ ରାଜ୍ୟ ବିକାଶ ଆଡ଼କୁ ବଢୁଥିବା ରାଜ୍ୟପାଳ ତାଙ୍କ ଅଭିଭାଷଣରେ ଉଲ୍ଲେଖ କରିଛନ୍ତି ।