ବଜ୍ରପାତ ନେଲା ପୁଣି ଜୀବନ

ଉଦଳା,୨୨ା୮(ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନ ପାଟଶାଣିପୁର ଗ୍ରାମରେ ଗୁରୁବର ବଜ୍ରପାତ ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୋମନାଥ ନାଏକ। ଗୁରୁବାର ସନ୍ଧ୍ୟାରେ ସେ ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ବଜ୍ରପାତ ଘଟିଥିଲ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। The post ବଜ୍ରପାତ ନେଲା ପୁଣି ଜୀବନ appeared first on Dharitri Odia News.

ବଜ୍ରପାତ ନେଲା ପୁଣି ଜୀବନ

ଉଦଳା,୨୨ା୮(ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନ ପାଟଶାଣିପୁର ଗ୍ରାମରେ ଗୁରୁବର ବଜ୍ରପାତ ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୋମନାଥ ନାଏକ। ଗୁରୁବାର ସନ୍ଧ୍ୟାରେ ସେ ପୋଖରୀକୁ ଗାଧୋଇବା ପାଇଁ ଯାଇଥିବା ବେଳେ ବଜ୍ରପାତ ଘଟିଥିଲ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

The post ବଜ୍ରପାତ ନେଲା ପୁଣି ଜୀବନ appeared first on Dharitri Odia News.