ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ

କୋରାପୁଟ/ନାରାୟଣପାଟଣା,୨୦ା୪(ଅମିତାଭ ବେହେରା/ରାଜକିଶୋର ଜେନା): କୋରାପୁଟ ଜିଲାର ବନ୍ଧୁଗାଁ ବ୍ଲକର ଡିମିଟିଗୁଡ଼ାରେ ଶନିବାର ଅପରାହ୍ନରେ ବଜ୍ରପାତ ଘଟି ଗ୍ରାମର ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ ସୂତ୍ରରୁ ଜଣାଯାଇଛି। ମିିଳିଥିବା ସୂଚାନୁଯାୟୀ, ଜିଲାର ବନ୍ଧୁଗାଁ ବ୍ଲକର କାବେରିବାଡ଼ି ପଞ୍ଚାୟତ ଅନ୍ତର୍ଗତ ଡିମିଟିଗୁଡ଼ାରେ ଆଜି ଅପରାହ୍ନରେ ବଜ୍ରପାତ ଘଟି ଗ୍ରାମର ବାସିନ୍ଦା କାଡ୍ରାକା ଲଛେୟାଙ୍କ ପୁଅ କାଡ୍ରାକା କ୍ରିଷ୍ଣା(୪୪)ଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ବର୍ତ୍ତମାନ ସୁଦ୍ଧା ମୃତଦେହ ବନ୍ଧୁଗାଁ ବ୍ଲକ ସଦର ମହକୁମାରେ ପହଞ୍ଚି ନ ଥିବା ବନ୍ଧୁଗାଁ ଥାନାଧିକାରୀ ପ୍ରସନ୍ନ […] The post ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ appeared first on Dharitri Odia News.

ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ

କୋରାପୁଟ/ନାରାୟଣପାଟଣା,୨୦ା୪(ଅମିତାଭ ବେହେରା/ରାଜକିଶୋର ଜେନା): କୋରାପୁଟ ଜିଲାର ବନ୍ଧୁଗାଁ ବ୍ଲକର ଡିମିଟିଗୁଡ଼ାରେ ଶନିବାର ଅପରାହ୍ନରେ ବଜ୍ରପାତ ଘଟି ଗ୍ରାମର ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ ସୂତ୍ରରୁ ଜଣାଯାଇଛି।

ମିିଳିଥିବା ସୂଚାନୁଯାୟୀ, ଜିଲାର ବନ୍ଧୁଗାଁ ବ୍ଲକର କାବେରିବାଡ଼ି ପଞ୍ଚାୟତ ଅନ୍ତର୍ଗତ ଡିମିଟିଗୁଡ଼ାରେ ଆଜି ଅପରାହ୍ନରେ ବଜ୍ରପାତ ଘଟି ଗ୍ରାମର ବାସିନ୍ଦା କାଡ୍ରାକା ଲଛେୟାଙ୍କ ପୁଅ କାଡ୍ରାକା କ୍ରିଷ୍ଣା(୪୪)ଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ବର୍ତ୍ତମାନ ସୁଦ୍ଧା ମୃତଦେହ ବନ୍ଧୁଗାଁ ବ୍ଲକ ସଦର ମହକୁମାରେ ପହଞ୍ଚି ନ ଥିବା ବନ୍ଧୁଗାଁ ଥାନାଧିକାରୀ ପ୍ରସନ୍ନ କୁମାର ମିଶ୍ର ପ୍ରକାଶ କରିଛନ୍ତି।

The post ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ appeared first on Dharitri Odia News.