ବଜ୍ରପାତରେ ୧୩ ମହିଳା ଆହତ
ବଜ୍ରପାତରେ ୧୩ ମହିଳା ଆହତ। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ନନ୍ଦପୁରା ଗାଁରେ ଅଘଟଣ। ବିଲରେ ୧୫ଜଣ ମହିଳା ଧାନ ରୁଆ କରୁଥିବା ବେଳେ ବଜ୍ରାଘାତ ହୋଇଥିଲା। ଏଥିରେ ୧୩ ଜଣ ମହିଳା ଆହତ ହୋଇଥିଲେ। ଘଟଣାସ୍ଥଳରୁ ଦୁଇ ଜଣ ମହିଳା ଆସି ଗାଁରେ ଖବର ଦେବା ପରେ ଗ୍ରାମବାସୀ ଯାଇ ସମସ୍ତଙ୍କୁ ଉମରକୋଟ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଆହତଙ୍କ ମଧ୍ୟରୁ ୧୦ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ତିନି ଜଣ ଗୁରୁତର ହୋଇଛନ୍ତି। ତିନି […] The post ବଜ୍ରପାତରେ ୧୩ ମହିଳା ଆହତ appeared first on KNews Odisha.

ବଜ୍ରପାତରେ ୧୩ ମହିଳା ଆହତ। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ନନ୍ଦପୁରା ଗାଁରେ ଅଘଟଣ। ବିଲରେ ୧୫ଜଣ ମହିଳା ଧାନ ରୁଆ କରୁଥିବା ବେଳେ ବଜ୍ରାଘାତ ହୋଇଥିଲା। ଏଥିରେ ୧୩ ଜଣ ମହିଳା ଆହତ ହୋଇଥିଲେ। ଘଟଣାସ୍ଥଳରୁ ଦୁଇ ଜଣ ମହିଳା ଆସି ଗାଁରେ ଖବର ଦେବା ପରେ ଗ୍ରାମବାସୀ ଯାଇ ସମସ୍ତଙ୍କୁ ଉମରକୋଟ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଆହତଙ୍କ ମଧ୍ୟରୁ ୧୦ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ତିନି ଜଣ ଗୁରୁତର ହୋଇଛନ୍ତି। ତିନି ଗୁରୁତରଙ୍କ ମଧ୍ୟରୁ ଦୁଇଜଣଙ୍କୁ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି ।
The post ବଜ୍ରପାତରେ ୧୩ ମହିଳା ଆହତ appeared first on KNews Odisha.