ବଡ ସିଂହାର ବେଶରେ ଦର୍ଶନ ଦେଲେ ବାବା ଲୋକନାଥ|| BABA LOKANATH, PURI || BADAKHABAR TV

ବାବା ଲୋକନାଥଙ୍କ ପୀଠରେ ପାଳିତ ହୋଇଛି ପଙ୍କୋଦ୍ଧାର ଏକାଦଶୀ ନୀତି । ବଡ ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଲୋକନାଥ ।ବର୍ଷକର ଏହି ଗୋଟିଏ ଦିନରେ ହଜାର ହଜାର ଶ୍ରଦ୍ଧାଳୁ ଲୋକନାଥଙ୍କ ସମ୍ପୁର୍ଣ୍ଣ ଶ୍ରୀଲିଙ୍ଗ ଦର୍ଶନ ପାଇଛନ୍ତି #mahasib