ବଡମ୍ବା ବ୍ଲକରେ ବିଧାୟକଙ୍କ ସମୀକ୍ଷା ବୈଠକ, ଜନମଙ୍ଗଳ କାର୍ଯ୍ୟ ନେଇ ଆଲୋଚନା
ଆଠଗଡ଼ ୦୬।୦୭ : କଟକ ଜିଲ୍ଲା ବଡମ୍ବା ବ୍ଲକରେ ବଡମ୍ବା ବିଧାୟକଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବ୍ଲକର ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ ଏବଂ ୩୮ ଗୋଟି ପଞ୍ଚାୟତରେ ସରପଞ୍ଚ, ସମିତି ସଭ୍ୟମାନେ ଉପସ୍ଥିତ ଥିଲେ। ସମସ୍ତ ବିଭାଗର ଅଧିକାରୀଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ଯେଉଁ ସବୁ ଜନମଙ୍ଗଳ କାର୍ଯ୍ୟ ଗୁଡିକ କିପରି ଖୁବ କମ ସମୟ ଭିତରେ ସମାପ୍ତ କରାଯିବ ବୋଲି ବଡ଼ମ୍ବା ବିଧାୟକ ବିଜୟ କୁମାର ଦଳବେହେରା କହିଛନ୍ତି।