ବଡ଼ ଓଲଟପାଲଟ କଲା ଜିମ୍ବାଓ୍ବେ: ପାକିସ୍ତାନକୁ ଧୂଳି ଚଟେଇ…
ନୂଆଦିଲ୍ଲୀ,୨୫।୧୧:ପାକିସ୍ତାନ ଏବଂ ଜିମ୍ବାୱେ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯାଉଛି। ଜିମ୍ବାୱେର ବୁଲାୱାୟୋରେ ଖେଳାଥିବା ପ୍ରଥମ ମ୍ୟାଚ୍ରେ ପାକିସ୍ତାନକୁ ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଜିମ୍ବାୱେ ଏହି ବର୍ଷା ବାଧାପ୍ରାପ୍ତ ମ୍ୟାଚ୍ରେ ଡିଏଲଏ ପଦ୍ଧତି ମାଧ୍ୟମରେ ୮୦ ରନରେ ଜିତିଥିଲା। ମ୍ୟାଚ ଆରମ୍ଭରେ ଜିମ୍ବାୱେ ଟସ ହରାଇ ପ୍ରଥମେ ବ୍ୟାଟିଂ କରି ୨୦୫ ରନ୍ କରିଥିଲା। ଟାର୍ଗେଟକୁ ପିଛା କରି ପାକିସ୍ତାନର ବହୁତ ଖରାପ ଆରମ୍ଭ ହୋଇଥିଲା। ୨୧ ଓଭରରେ ପାକିସ୍ତାନର ସ୍କୋର […] The post ବଡ଼ ଓଲଟପାଲଟ କଲା ଜିମ୍ବାଓ୍ବେ: ପାକିସ୍ତାନକୁ ଧୂଳି ଚଟେଇ… appeared first on Dharitri Odia News.
ନୂଆଦିଲ୍ଲୀ,୨୫।୧୧:ପାକିସ୍ତାନ ଏବଂ ଜିମ୍ବାୱେ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳାଯାଉଛି। ଜିମ୍ବାୱେର ବୁଲାୱାୟୋରେ ଖେଳାଥିବା ପ୍ରଥମ ମ୍ୟାଚ୍ରେ ପାକିସ୍ତାନକୁ ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଜିମ୍ବାୱେ ଏହି ବର୍ଷା ବାଧାପ୍ରାପ୍ତ ମ୍ୟାଚ୍ରେ ଡିଏଲଏ ପଦ୍ଧତି ମାଧ୍ୟମରେ ୮୦ ରନରେ ଜିତିଥିଲା।
ମ୍ୟାଚ ଆରମ୍ଭରେ ଜିମ୍ବାୱେ ଟସ ହରାଇ ପ୍ରଥମେ ବ୍ୟାଟିଂ କରି ୨୦୫ ରନ୍ କରିଥିଲା। ଟାର୍ଗେଟକୁ ପିଛା କରି ପାକିସ୍ତାନର ବହୁତ ଖରାପ ଆରମ୍ଭ ହୋଇଥିଲା। ୨୧ ଓଭରରେ ପାକିସ୍ତାନର ସ୍କୋର ୬୦ ଉଇକେଟ ହରାଇ ୬୦ ରନ କରିଥିଲା। ଏହା ପରେ ବର୍ଷା ହେତୁ ମ୍ୟାଚ ବନ୍ଦ ହୋଇଯାଇଥିଲା। ପରେ, ଜିମ୍ବାୱେ ଡିଏଲଏସ୍ ପଦ୍ଧତି ମାଧ୍ୟମରେ ୮୦ ରନ୍ରେ ପ୍ରଥମ ଦିନିକିଆ ଜିତିଥିଲା।
The post ବଡ଼ ଓଲଟପାଲଟ କଲା ଜିମ୍ବାଓ୍ବେ: ପାକିସ୍ତାନକୁ ଧୂଳି ଚଟେଇ… appeared first on Dharitri Odia News.