ବସିଲା ଭାଜପାର ରାଜ୍ୟ ପଦାଧିକାରୀ ବୈଠକ

ପୁରୀ,୧୯ା୭: ଶୁକ୍ରବାର ପୁରୀରେ ଭାଜପାର ରାଜ୍ୟ ପଦାଧିକାରୀ ବୈଠକ ଆରମ୍ଭ ହୋଇଛି। ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ପଦାଧିକାରୀ ବୈଠକ ବସିଥିବା ଜଣାପଡ଼ିଛି। ଉକ୍ତ ବୈଠକରେ ରାଜ୍ୟ ଭାଜପାର ସମସ୍ତ ପଦାଧିକାରୀ ସାମିଲ ହୋଇଛନ୍ତି। ରାଜ୍ୟ ସଂଗଠନ ସାଧାରଣ ସମ୍ପାଦକ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ବିଜୟ ପାଲସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି ଉପସ୍ଥିତ ଅଛନ୍ତି। The post ବସିଲା ଭାଜପାର ରାଜ୍ୟ ପଦାଧିକାରୀ ବୈଠକ appeared first on Dharitri Odia News.

ବସିଲା ଭାଜପାର ରାଜ୍ୟ ପଦାଧିକାରୀ ବୈଠକ

ପୁରୀ,୧୯ା୭: ଶୁକ୍ରବାର ପୁରୀରେ ଭାଜପାର ରାଜ୍ୟ ପଦାଧିକାରୀ ବୈଠକ ଆରମ୍ଭ ହୋଇଛି। ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ପଦାଧିକାରୀ ବୈଠକ ବସିଥିବା ଜଣାପଡ଼ିଛି। ଉକ୍ତ ବୈଠକରେ ରାଜ୍ୟ ଭାଜପାର ସମସ୍ତ ପଦାଧିକାରୀ ସାମିଲ ହୋଇଛନ୍ତି। ରାଜ୍ୟ ସଂଗଠନ ସାଧାରଣ ସମ୍ପାଦକ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ବିଜୟ ପାଲସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି ଉପସ୍ଥିତ ଅଛନ୍ତି।

The post ବସିଲା ଭାଜପାର ରାଜ୍ୟ ପଦାଧିକାରୀ ବୈଠକ appeared first on Dharitri Odia News.