ବଡ଼ ଫାଇଦା ଉଠାଇବେ ଚନ୍ଦ୍ରବାବୁ-ନୀତୀଶ, ଦାବି କରିବେ ଏହି ସବୁ ମନ୍ତ୍ରୀ ପଦ
ନୂଆଦିଲ୍ଲୀ,୫।୬: ଆନ୍ଧ୍ରପ୍ରଦେଶକୁ ପୁଣି ଥରେ ଫେରିବାକୁ ଯାଉଛି ଟିଡିପି ସରକାର। ଏନଡିଏ ସହ ମିଶି ନିର୍ବାଚନରେ ଚନ୍ଦ୍ରବାବୁଙ୍କ ଦଳ ଚମତ୍କାର ବିଜୟ ହାସଲ କରିଛି। ଏବେ ସେ ଏହାର ଫାଇଦା ଉଠାଇ ପାରନ୍ତି ବୋଲି କୁହାଯାଉଛି। ଆଜି ଦିଲ୍ଲୀରେ ଏନଡିଏର ଗୁରତ୍ୱପୂର୍ଣ୍ଣ ବୈଠକ ବସିବ। ଏଥିରେ ଚନ୍ଦ୍ରବାବୁ ନାଇଡୁ ଯୋଗ ଦେବା ପାଇଁ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି। ତେବେ ଏହି ବୈଠକରେ ଯୋଗ ଦେଇ ଲୋକ ସଭା ବାଚସ୍ପତି ସମେତ ଅନେକ ପ୍ରମୁଖ ମନ୍ତ୍ରଣାଳୟ ପାଇଁ ଚନ୍ଦ୍ରବାବୁ […] The post ବଡ଼ ଫାଇଦା ଉଠାଇବେ ଚନ୍ଦ୍ରବାବୁ-ନୀତୀଶ, ଦାବି କରିବେ ଏହି ସବୁ ମନ୍ତ୍ରୀ ପଦ appeared first on Dharitri Odia News.
ନୂଆଦିଲ୍ଲୀ,୫।୬: ଆନ୍ଧ୍ରପ୍ରଦେଶକୁ ପୁଣି ଥରେ ଫେରିବାକୁ ଯାଉଛି ଟିଡିପି ସରକାର। ଏନଡିଏ ସହ ମିଶି ନିର୍ବାଚନରେ ଚନ୍ଦ୍ରବାବୁଙ୍କ ଦଳ ଚମତ୍କାର ବିଜୟ ହାସଲ କରିଛି। ଏବେ ସେ ଏହାର ଫାଇଦା ଉଠାଇ ପାରନ୍ତି ବୋଲି କୁହାଯାଉଛି।
ଆଜି ଦିଲ୍ଲୀରେ ଏନଡିଏର ଗୁରତ୍ୱପୂର୍ଣ୍ଣ ବୈଠକ ବସିବ। ଏଥିରେ ଚନ୍ଦ୍ରବାବୁ ନାଇଡୁ ଯୋଗ ଦେବା ପାଇଁ ଦିଲ୍ଲୀ ଅଭିମୁଖେ ବାହାରିଛନ୍ତି। ତେବେ ଏହି ବୈଠକରେ ଯୋଗ ଦେଇ ଲୋକ ସଭା ବାଚସ୍ପତି ସମେତ ଅନେକ ପ୍ରମୁଖ ମନ୍ତ୍ରଣାଳୟ ପାଇଁ ଚନ୍ଦ୍ରବାବୁ ନାଇଡୁ ଦାବି କରିପାରନ୍ତି ବୋଲି ସୂତ୍ରରୁ ଜଣାପଡିଛି। ସେହିପରି ନୀତୀଶ ମଧ୍ୟ ବଡ଼ ମନ୍ତ୍ରଣାଳୟ ଦାବି କରନ୍ତି ବୋଲି ଆଲୋଚନା ହେଉଛି।
The post ବଡ଼ ଫାଇଦା ଉଠାଇବେ ଚନ୍ଦ୍ରବାବୁ-ନୀତୀଶ, ଦାବି କରିବେ ଏହି ସବୁ ମନ୍ତ୍ରୀ ପଦ appeared first on Dharitri Odia News.