ବଡ଼ ସୂଚନା ଦେଲେ ମନମୋହନ, ଖୁବ୍‌ଶୀଘ୍ର ନିଯୁକ୍ତି ପାଇବେ ବୋର୍ଡ…

ଭୁବନେଶ୍ୱର,୨୯ା୯: ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ରବିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଖୁବଶୀଘ୍ର ନିଯୁକ୍ତ ବୋର୍ଡ ଏବଂ ନିଗମ ଅଧ୍ୟକ୍ଷ ନିଯୁକ୍ତି ପାଇବେ। ସଦସ୍ୟତା ଅଭିଯାନ ପରେ ଯୋଗ୍ୟ ଅଭିଜ୍ଞ ଲୋକଙ୍କୁ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଦଳୀୟ ଏବଂ ମନ୍ତ୍ରୀ ସ୍ତରରେ ଆଲୋଚନା କରାଯାଇ ଏହି ନିଷ୍ପତ୍ତି ନିଆଯିବ। ଟେକ୍ନିକାଲ, ବୈଜ୍ଞାନିକ, ଏକ୍ସ-ସର୍ଭିସ୍‌ମ୍ୟାନଙ୍କୁ ଏଥିରେ ସାମିଲ କରାଯିବାକୁ ଯୋଜନା ରହିଛି ବୋଲି ସେ […] The post ବଡ଼ ସୂଚନା ଦେଲେ ମନମୋହନ, ଖୁବ୍‌ଶୀଘ୍ର ନିଯୁକ୍ତି ପାଇବେ ବୋର୍ଡ… appeared first on Dharitri Odia News.

ବଡ଼ ସୂଚନା ଦେଲେ ମନମୋହନ, ଖୁବ୍‌ଶୀଘ୍ର ନିଯୁକ୍ତି ପାଇବେ ବୋର୍ଡ…

ଭୁବନେଶ୍ୱର,୨୯ା୯: ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ରବିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଖୁବଶୀଘ୍ର ନିଯୁକ୍ତ ବୋର୍ଡ ଏବଂ ନିଗମ ଅଧ୍ୟକ୍ଷ ନିଯୁକ୍ତି ପାଇବେ। ସଦସ୍ୟତା ଅଭିଯାନ ପରେ ଯୋଗ୍ୟ ଅଭିଜ୍ଞ ଲୋକଙ୍କୁ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଦଳୀୟ ଏବଂ ମନ୍ତ୍ରୀ ସ୍ତରରେ ଆଲୋଚନା କରାଯାଇ ଏହି ନିଷ୍ପତ୍ତି ନିଆଯିବ। ଟେକ୍ନିକାଲ, ବୈଜ୍ଞାନିକ, ଏକ୍ସ-ସର୍ଭିସ୍‌ମ୍ୟାନଙ୍କୁ ଏଥିରେ ସାମିଲ କରାଯିବାକୁ ଯୋଜନା ରହିଛି ବୋଲି ସେ କହିଛନ୍ତି।

The post ବଡ଼ ସୂଚନା ଦେଲେ ମନମୋହନ, ଖୁବ୍‌ଶୀଘ୍ର ନିଯୁକ୍ତି ପାଇବେ ବୋର୍ଡ… appeared first on Dharitri Odia News.