ବଡ଼ଠାକୁର ପଡ଼ିଯିବା ଘଟଣା: ମୁକ୍ତିମଣ୍ଡପ ପଣ୍ଡିତ କହିଲେ ସର୍ବସମ୍ମୁଖରେ ଦୋଷୀଙ୍କ ନାଁ ପ୍ରକାଶ କର…
ଭୁବନେଶ୍ୱର,୧୦।୭: ଆଡ଼ପ ମଣ୍ଡପକୁ ବଡ଼ଠାକୁର ବଳଭଦ୍ର ପହଣ୍ଡି ବିଜେ କଲାବେଳେ ମଙ୍ଗଳବାର ଅଘଟଣ ଘଟିଥିଲା। ବଡ଼ଠାକୁର ମୁହଁମାଡ଼ି ତଳେ ପଡ଼ିଯାଇଥଲେ। ଏହା ଜଗନ୍ନାଥପ୍ରେମୀଙ୍କ ମନରେ ଗଭୀର ଆଘାତ ଦେଇଛି। ବଳଭଦ୍ର ଚାରମାଳ ଉପରେ ଖସିପଡ଼ିବାରୁ ୭ ସେବାୟତ ଆହତ ହୋଇଛନ୍ତି। ତେବେ ପୂର୍ବଥର ମଧ୍ୟ ଆଡ଼ପ ପହଣ୍ଡି ବେଳେ ଜଗନ୍ନାଥ ହାମୁଡେଇ ପଡ଼ିଥିଲେ। ତେବେ ଏହାକୁ ନେଇ ପ୍ରଶ୍ନ ଉଠୁଛି। ଏତେବଡ଼ ବିଭ୍ରାଟ ପାଇଁ ଦାୟୀ କିଏ। ମୁକ୍ତିମଣ୍ଡପ ପଣ୍ଡିତ କହିଛନ୍ତି, ରଥ ଉପରେ କୁଶଳୀ ସେବାୟତ […] The post ବଡ଼ଠାକୁର ପଡ଼ିଯିବା ଘଟଣା: ମୁକ୍ତିମଣ୍ଡପ ପଣ୍ଡିତ କହିଲେ ସର୍ବସମ୍ମୁଖରେ ଦୋଷୀଙ୍କ ନାଁ ପ୍ରକାଶ କର… appeared first on Dharitri Odia News.
ଭୁବନେଶ୍ୱର,୧୦।୭: ଆଡ଼ପ ମଣ୍ଡପକୁ ବଡ଼ଠାକୁର ବଳଭଦ୍ର ପହଣ୍ଡି ବିଜେ କଲାବେଳେ ମଙ୍ଗଳବାର ଅଘଟଣ ଘଟିଥିଲା। ବଡ଼ଠାକୁର ମୁହଁମାଡ଼ି ତଳେ ପଡ଼ିଯାଇଥଲେ। ଏହା ଜଗନ୍ନାଥପ୍ରେମୀଙ୍କ ମନରେ ଗଭୀର ଆଘାତ ଦେଇଛି। ବଳଭଦ୍ର ଚାରମାଳ ଉପରେ ଖସିପଡ଼ିବାରୁ ୭ ସେବାୟତ ଆହତ ହୋଇଛନ୍ତି। ତେବେ ପୂର୍ବଥର ମଧ୍ୟ ଆଡ଼ପ ପହଣ୍ଡି ବେଳେ ଜଗନ୍ନାଥ ହାମୁଡେଇ ପଡ଼ିଥିଲେ। ତେବେ ଏହାକୁ ନେଇ ପ୍ରଶ୍ନ ଉଠୁଛି। ଏତେବଡ଼ ବିଭ୍ରାଟ ପାଇଁ ଦାୟୀ କିଏ। ମୁକ୍ତିମଣ୍ଡପ ପଣ୍ଡିତ କହିଛନ୍ତି, ରଥ ଉପରେ କୁଶଳୀ ସେବାୟତ ରହିବା ଦରକାର। ଅଣସେବକ ମଧ୍ୟ ପ୍ରବେଶ କରୁଛନ୍ତି। ତେଣୁ ସର୍ବସମ୍ମୁଖରେ ଦୋଷୀଙ୍କ ନାଁ ପ୍ରକାଶ କରାଯାଇ ନିଆଯାଉ ଦୃଷ୍ଟାନ୍ତମୂଳକ ପଦକ୍ଷେପ।
The post ବଡ଼ଠାକୁର ପଡ଼ିଯିବା ଘଟଣା: ମୁକ୍ତିମଣ୍ଡପ ପଣ୍ଡିତ କହିଲେ ସର୍ବସମ୍ମୁଖରେ ଦୋଷୀଙ୍କ ନାଁ ପ୍ରକାଶ କର… appeared first on Dharitri Odia News.